Advertisment

'ବିଜେଡ଼ିରେ ପ୍ରବଳ ଗୋଷ୍ଠୀ କନ୍ଦଳ ରହିଛି'

'ଗୋଟେ ଗୋଟେ ନିର୍ବାଚନ ମଣ୍ଡଳୀରେ ଏକାଧିକ ଆଶାୟୀ ଥିବାବେଳେ ଅନେକ ଅସନ୍ତୁଷ୍ଟ ଅଛନ୍ତି'

Advertisment

ବିଜେଡିର ନେତା ଓ ମନ୍ତ୍ରୀ କଂଗ୍ରେସ ସହ ସମ୍ପର୍କରେ ଅଛନ୍ତି। ବ୍ୟକ୍ତିଗତ ଭାବେ ୭ରୁ ୮ଜଣ ବିଧାୟକ ଓ ମନ୍ତ୍ରୀ ମୋ ସହ ଯୋଗସୂତ୍ର ରଖିଛନ୍ତି। ଆଜି ଏପରି କହିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତ ରାୟ। ସେ ଆହୁରି କହିଛନ୍ତି, ବିଜେଡ଼ିରେ ପ୍ରବଳ ଗୋଷ୍ଠୀ କନ୍ଦଳ ରହିଛି। ଏହି ନେତାମାନେ ବିଜେଡିରେ ଟିକେଟ୍ ନପାଇଲେ କଂଗ୍ରେସକୁ ଆସିବେ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Odisha Congress Sura Routray
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe