ପ୍ରଦୀପଙ୍କୁ ଘାଇଲା କରିବାକୁ ରେଡି ହେଲେଣି ଲକ୍ଷ୍ମା! | Odisha Reporter
ଗୋଟିଏ ପଟେ ବିଜେଡି ସଙ୍ଗଠନକୁ ଆଣ୍ଟ କରିବା ପାଇଁ ମୈଦାନକୁ ଓହ୍ଲାଉଛନ୍ତି ବିଜେଡି ସୁପ୍ରିମୋ ନବୀନ। ଲଞ୍ଚ କରୁଛନ୍ତି ଲକ୍ଷ୍ମୀ ବସ ଯୋଜନା। ଅନ୍ୟପଟେ କଂଗ୍ରେସ ସଙ୍ଗଠନକୁ ଆଣ୍ଟ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଛତିଶଗଡ଼ ଅବକାରୀ ମନ୍ତ୍ରୀ କବାସୀ ଲକ୍ଷ୍ମା । ପ୍ରଦୀପ ମାଝୀ ଗଲାପରେ କଂଗ୍ରେସକୁ ବଳ ଦେବା ପାଇଁ ଏ ହେଉଛି କଂଗ୍ରେସର ନୂଆ ଯୋଜନା। କଂଗ୍ରେସ ଶାସିତ ଛତିଶଗଡ଼ର ଅବକାରୀ ମନ୍ତ୍ରୀ କବାସୀ ଲକ୍ଷ୍ମାଙ୍କ ଫୋକସରେ ଏବେ ମାଲକାନଗିରି ଜିଲ୍ଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
