Advertisment

ପ୍ରଦୀପଙ୍କୁ ଘାଇଲା କରିବାକୁ ରେଡି ହେଲେଣି ଲକ୍ଷ୍ମା !

କଂଗ୍ରେସ ଶାସିତ ଛତିଶଗଡ଼ର ଅବକାରୀ ମନ୍ତ୍ରୀ କବାସୀ ଲକ୍ଷ୍ମାଙ୍କ ଫୋକସରେ ଏବେ ମାଲକାନଗିରି ଜିଲ୍ଲା।

Advertisment

ଗୋଟିଏ ପଟେ ବିଜେଡି ସଙ୍ଗଠନକୁ ଆଣ୍ଟ କରିବା ପାଇଁ ମୈଦାନକୁ ଓହ୍ଲାଉଛନ୍ତି ବିଜେଡି ସୁପ୍ରିମୋ ନବୀନ। ଲଞ୍ଚ କରୁଛନ୍ତି ଲକ୍ଷ୍ମୀ ବସ ଯୋଜନା। ଅନ୍ୟପଟେ କଂଗ୍ରେସ ସଙ୍ଗଠନକୁ ଆଣ୍ଟ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଛତିଶଗଡ଼ ଅବକାରୀ ମନ୍ତ୍ରୀ କବାସୀ ଲକ୍ଷ୍ମା । ପ୍ରଦୀପ ମାଝୀ ଗଲାପରେ କଂଗ୍ରେସକୁ ବଳ ଦେବା ପାଇଁ ଏ ହେଉଛି କଂଗ୍ରେସର ନୂଆ ଯୋଜନା। କଂଗ୍ରେସ ଶାସିତ ଛତିଶଗଡ଼ର ଅବକାରୀ ମନ୍ତ୍ରୀ କବାସୀ ଲକ୍ଷ୍ମାଙ୍କ ଫୋକସରେ ଏବେ ମାଲକାନଗିରି ଜିଲ୍ଲା।

Advertisment
Malkangiri Congress BjD Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe