ଲାକ୍ଷାଦ୍ୱୀପ ଗଲେ ମଣିପୁର କାହିଁକି ଗଲେନି? ମୋଦିଙ୍କୁ ପ୍ରଶ୍ନ କଲେ ଖଡ଼ଗେ

ମଣିପୁର ପ୍ରସଙ୍ଗ ଉଠାଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ଟାର୍ଗେଟ୍‌ କରିଛନ୍ତି।

Khadge on Modi

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Madhupriya Mistry
  • Published: Saturday, 06 January 2024
  • Updated: 06 January 2024, 06:08 PM IST

Sports

Latest News

ପୁଣି ମୋଦିଙ୍କ ଉପରେ ବର୍ଷିଲା କଂଗ୍ରେସ। ମଣିପୁର ପ୍ରସଙ୍ଗ ଉଠାଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ଟାର୍ଗେଟ୍‌ କରିଛନ୍ତି। କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ୱୀପ ଯାଇଥିବା ଦେଖିବାକୁ ମିଳିଥିଲା। ସେଠାରୁ କିଛି ଫଟୋ ଛାଡ଼ି ବୁଲିବାକୁ ପସନ୍ଦ କରୁଥିବା ‌ଲୋକେ ଲାକ୍ଷାଦ୍ୱୀପ ଆସିବାକୁ କହିଥିଲେ ମୋଦି। ତାଙ୍କର ଏହି ଫଟୋକୁ ନେଇ ଏବେ କଂଗ୍ରେସ ତାଙ୍କୁ ଟା‌ର୍ଗେଟ କରିଛି।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କହିଛନ୍ତି ଯେ, 'ପ୍ରଧାନମନ୍ତ୍ରୀ ସବୁଆଡେ ଯାଉଛନ୍ତି। ସୁଇମିଂ କରି ଫଟୋ ସେସନ୍‌ କରୁଛନ୍ତି। କିନ୍ତୁ ସେ ମଣିପୁରକୁ କାହିଁକି ଯାଉନାହାଁନ୍ତି? ମଣିପୁରରେ ହିଂସା ହେବା ସହ ପରିସ୍ଥିତି ଦିନକୁ ଦିନ ଖରାପ ହେଉଛି। ଏସବୁ ପରେ ବି ମଣିପୁର ନଯାଇ ସେ ସମୁଦ୍ର କୂଳରେ ତ କେବେ ନିର୍ମାଣ ହେଉଥିବା ମନ୍ଦିର ଆଗରେ ଫ‌ଟୋ ଉଠାଇ ସୋଶାଲ ମିଡିଆରେ ସେୟାର କରୁଛନ୍ତି।'

Also Read

କଂଗ୍ରେସ ଅଧ୍ୟକ୍ଷ ଆହୁରି କହିଛନ୍ତି, କେତେବେଳେ କେରଳ ତ କେତେବେଳେ ମୁମ୍ବାଇ। ନୂଆ ନୂଆ ସ୍ଥାନକୁ ଯାଇ ନୂଆ ପୋଷାକ ପିନ୍ଧି ସେ ଫଟୋ ଉଠାଉଛନ୍ତି। ଏ ମହାପୁରୁଷ ଲୋକେ ମରୁଥିବା, ମହିଳାଙ୍କ ସହ ଦୁଷ୍କର୍ମ ହେଉଥିବା ଓ ଅତ୍ୟଧିକ ଥଣ୍ଡାରେ ମୃତ୍ୟୁବରଣ କରୁଥିବା ମଣିପୁରକୁ କାହିଁକି ଯାଉନାହାନ୍ତି। ମଣିପୁର କ’ଣ ଦେଶର ଏକ ଅଂଶ ନୁହେଁ କି? ଆପଣ ଲାକ୍ଷାଦ୍ୱୀପ ଯାଇ ପାଣିରେ ପହଁରୁଛନ୍ତି। କିନ୍ତୁ ଆପଣ ମଣିପୁର ଯାଇ ଲୋକଙ୍କୁ ବୁଝାଇପାରି ନଥାନ୍ତେ କି?

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ହେବାକୁ ଯାଉଥିବା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ର ଲୋଗୋ କଂଗ୍ରେସ ଶନିବାର ପ୍ରକାଶ କରିଛି। ଲୋଗୋ ଉନ୍ମୋଚନ ଅବସରରେ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଏହି ଯାତ୍ରା ଜାନୁଆରୀ ୧୪ ରୁ ଆରମ୍ଭ ହେବ। ଦେଶର ସାମାଜିକ, ଅର୍ଥନୈତିକ, ରାଜନୈତିକ ଏବଂ ମୌଳିକ ପ୍ରସଙ୍ଗରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ବାହାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story