ସ୍ୱାମୀଙ୍କ ପାଇଁ ଅଣ୍ଟା ଭିଡ଼ିଲେ ମାମା | Odisha Reporter
ସ୍ୱାମୀଙ୍କ ପ୍ରଚାର ମୈଦାନକୁ ଓହ୍ଲାଇଲେ ପତ୍ନୀ। ବିଜେପି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ରଙ୍କ ପାଇଁ ଭୋଟ୍ ଭିକ୍ଷା କରୁଛନ୍ତି ପତ୍ନୀ ମାମା ମିଶ୍ର। ଶୁକ୍ରବାର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେପିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ଦିଗପହଣ୍ଡିର ବିଜେପି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଚାର ପାଇଁ ପତ୍ନୀ ମାମା ମିଶ୍ର ମଧ୍ୟ ଯୋଗ ଦେଇଥିଲେ। ସ୍ୱାମୀଙ୍କ ପାଇଁ ଭୋଟ ମାଗିବା ସହ ମହିଳା ମାନଙ୍କ ପାଇଁ ମୋଦିଙ୍କ ସମସ୍ତ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ ମାମା । ସେପଟେ ସିଦ୍ଧାନ୍ତ ଏବଂ ମାମା ମିଶ୍ରଙ୍କୁ ଦେଖିବା ପାଇଁ ଭିଡ଼ ଲାଗିଥିଲା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
