Advertisment

ସିଦ୍ଧାନ୍ତଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ପତ୍ନୀ ମାମା ମିଶ୍ର

ବିଜେପି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ରଙ୍କ ପାଇଁ ଭୋଟ୍‌ ଭିକ୍ଷା କରୁଛନ୍ତି ପତ୍ନୀ ମାମା ମିଶ୍ର।

ଅଦ୍ୟତନ ହୋଇଛି
Advertisment

ସ୍ୱାମୀଙ୍କ ପ୍ରଚାର ମୈଦାନକୁ ଓହ୍ଲାଇଲେ ପତ୍ନୀ। ବିଜେପି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ରଙ୍କ ପାଇଁ ଭୋଟ୍‌ ଭିକ୍ଷା କରୁଛନ୍ତି ପତ୍ନୀ ମାମା ମିଶ୍ର। ଶୁକ୍ରବାର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେପିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ଦିଗପହଣ୍ଡିର ବିଜେପି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଚାର ପାଇଁ ପତ୍ନୀ ମାମା ମିଶ୍ର ମଧ୍ୟ ଯୋଗ ଦେଇଥିଲେ। ସ୍ୱାମୀଙ୍କ ପାଇଁ ଭୋଟ ମାଗିବା ସହ ମହିଳା ମାନଙ୍କ ପାଇଁ ମୋଦିଙ୍କ ସମସ୍ତ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ ମାମା । ସେପଟେ ସିଦ୍ଧାନ୍ତ ଏବଂ ମାମା ମିଶ୍ରଙ୍କୁ ଦେଖିବା ପାଇଁ ଭିଡ଼ ଲାଗିଥିଲା ।

Advertisment
Odisha Bjp 2024 General Election Sidhant Mohapatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe