ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ସାଂଘାତିକ ବୟାନ ଦେଲେ ମମତା ମହାନ୍ତ । ବିଜେଡି ଓ ରାଜ୍ୟସଭା ଛାଡ଼ି ବିଜେପିରେ ମିଶିବା ପରେ ମମତାଙ୍କ ବଡ଼ ମନ୍ତବ୍ୟ। କହିଲେ, ୪ରେ ତୁମ ହିସାବ କରାଯିବ ବୋଲି ବବି କହିଥିଲେ। ରାଜ୍ୟସଭାରୁ ତୁମକୁ ବାହାର କରାଯିବ ବୋଲି ବବି କହିଥିବା ମମତା କହିଛନ୍ତି।ମମତା ଆହୁରି କହିଛନ୍ତି, ୨୦୨୦ ମସିହାରେ ରାଜ୍ୟସଭାକୁ ମନୋନୀତ ହୋଇଥିଲି। ତା’ପରଠାରୁ ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ସବୁକିଛି ଠିକ୍ଠାକ୍ ଚାଲିଥିଲା। ଲୋକଙ୍କ ପାଇଁ ସେବା କରୁଥିଲି। ପଞ୍ଚାୟତ ନିର୍ବାଚନ ପରେ ଅଣଦେଖା ହେଲା ପରି ମୁଁ ଅନୁଭବ କରିଥିଲି। ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ଅଣଦେଖା ହେଲି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ରାହୁଲ ଗାନ୍ଧିଙ୍କ ଜିଭ କାଟିଲେ ମିଳିବ ୧୧ ଲକ୍ଷ: ଘୋଷଣା କଲେ ସିନ୍ଦେ ସେନା ବିଧାୟକ
ସଂରକ୍ଷଣକୁ ନେଇ ରାହୁଲ ଗାନ୍ଧି ଆମେରିକାରେ ଦେଇଥିବା ବୟାନ ବିରୋଧରେ ବିଧାୟକ ଗାଏକ୍ୱାଡ ଏପରି ଘୋଷଣା କରିଛନ୍ତି।
Politics
ଥାନାରେ ପହଞ୍ଚିଲା ପାରାଦୀପ ବିଜେଡି କଳି
ବିଜେଡି ନଗର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ନାଁରେ ଏତଲା ଦେଲେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ସମର୍ଥକ ମାନସ ବିଶ୍ବାଳ ।
Politics
ଅନୀଲ ବିଜ ଦାବି କରିବେ ମୁଖ୍ୟମନ୍ତ୍ରୀ ପଦ, ଧର୍ମେନ୍ଦ୍ର ଦେଲେ ଏମିତି ଉତ୍ତର
ଅନୀଲ ବିଜ ବିଜେପି ଟିକେଟରେ ଅମ୍ବାଲା କ୍ୟାଣ୍ଟନମେଣ୍ଟରୁ ୬ ଥର ହରିଆଣା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।
Politics
ପାରାଦୀପ ବିଜେଡିରେ ତୀବ୍ର ହେଲା ଗୋଷ୍ଠୀ କନ୍ଦଳ
ବିଜେଡି ପିଛା ଛାଡୁନି ଗୋଷ୍ଠୀ କନ୍ଦଳ। ଦଳପତି ସଂଗଠନ ସଜାଡିବା କାମ ଆରମ୍ଭ କରିଥିବା ବେଳେ ବଢୁଥିବା ବିବାଦ ମୁଣ୍ଡ ବିନ୍ଧା ବଢାଇ ଦେଇଛି।
Politics
ରାହୁଲ ଗାନ୍ଧିଙ୍କୁ ଦେଶର ୧ନଂ ଆତଙ୍କବାଦୀ କହିଲେ କେନ୍ଦ୍ରମନ୍ତ୍ରୀ
ସାମ୍ବାଦିକମାନଙ୍କୁ ନିଜର ପ୍ରତିକ୍ରିୟା ଦେଇ ବିଟ୍ଟୁ ବେଶ ଜୋରଦାର ଢଙ୍ଗରେ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରି ତାଙ୍କୁ ଦେଶର ସବୁଠାରୁ ବଡ଼ ଶତ୍ରୁ ଓ ତାଙ୍କୁ ଧରିବା ପାଇଁ ପୁରସ୍କାର ମଧ୍ୟ ଘୋଷଣା କରାଯିବା ଦରକାର ବୋଲି କହିଛନ୍ତି।