ମମତାଙ୍କୁ ଛାଡିବାକୁ ମନାଇଥିଲେ ବିଜେଡି ବିଧାୟକ! || Mamata Mohanta Resigning From Rajya Sabha And BJD || OR
କେହି କିଛି ଜାଣିବା ଆଗରୁ ବିଜେଡି ଛାଡିଦେଲେ ଏବଂ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ଦେଲେ ମମତା ମହାନ୍ତ । ବିଜେଡିକୁ ଦେଲେ ଶକ୍ତ ଧକ୍କା। ଯାହାକୁ ବିଜେଡି ନେତାମାନେ ଏ ଯାଏଁ ବିଶ୍ବାସ କରି ପାରୁନାହାଁନ୍ତି। ତେବେ ମମତାଙ୍କ ଏତେ ବଡ଼ ନିଷ୍ପତ୍ତି ପଛରେ ସେହି ଅଞ୍ଚଳର ଜଣେ ବିଜେଡି ବିଧାୟକଙ୍କ ଭୂମିକା ଥିବା ଚର୍ଚ୍ଚା ହେଉଛି। ବିଧାୟକ ଜଣଙ୍କ ମମତାଙ୍କୁ ମନାଇବା ସହ ଏଥି ପାଇଁ ରାଜି କରିଥିବା କୁହାଯାଉଛି। ବିଜେଡି ବିଧାୟକ ଜଣଙ୍କ ପ୍ରତିପତିଶାଳୀ। ସେ ବିଜେପିରୁ ଟିକେଟ୍ ନେବା ପାଇଁ ଉଦ୍ୟମ କରୁଥିଲେ ହେଲେ ସେ ବିଜେଡିରୁ ଟିକେଟ ପାଇ ବିଜୟୀ ହୋଇଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
