Advertisment

ମମତାଙ୍କୁ ଛାଡିବାକୁ ମନାଇଥିଲେ ବିଜେଡି ବିଧାୟକ !

ବୁଧବାର ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିବା ମମତା ମହାନ୍ତ ଆଜି ବିଜେପିରେ ଯୋଗଦେଇଛନ୍ତି।

Advertisment

କେହି କିଛି ଜାଣିବା ଆଗରୁ ବିଜେଡି ଛାଡିଦେଲେ ଏବଂ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ଦେଲେ ମମତା ମହାନ୍ତ । ବିଜେଡିକୁ ଦେଲେ ଶକ୍ତ ଧକ୍କା। ଯାହାକୁ ବିଜେଡି ନେତାମାନେ ଏ ଯାଏଁ ବିଶ୍ବାସ କରି ପାରୁନାହାଁନ୍ତି। ତେବେ ମମତାଙ୍କ ଏତେ ବଡ଼ ନିଷ୍ପତ୍ତି ପଛରେ ସେହି ଅଞ୍ଚଳର ଜଣେ ବିଜେଡି ବିଧାୟକଙ୍କ ଭୂମିକା ଥିବା ଚର୍ଚ୍ଚା ହେଉଛି। ବିଧାୟକ ଜଣଙ୍କ ମମତାଙ୍କୁ ମନାଇବା ସହ ଏଥି ପାଇଁ ରାଜି କରିଥିବା କୁହାଯାଉଛି। ବିଜେଡି ବିଧାୟକ ଜଣଙ୍କ ପ୍ରତିପତିଶାଳୀ। ସେ ବିଜେପିରୁ ଟିକେଟ୍ ନେବା ପାଇଁ ଉଦ୍ୟମ କରୁଥିଲେ ହେଲେ ସେ ବିଜେଡିରୁ ଟିକେଟ ପାଇ ବିଜୟୀ ହୋଇଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Bjp BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe