Advertisment

'ହିଟ୍ ଆଣ୍ଡ ରନ୍ ଲାଗୁ ହେବ କି ନାହିଁ ?'

ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ ଅଧିକ କଣ କହିଛନ୍ତି ଶୁଣନ୍ତୁ।

author-image
Manoj Swain

ଭିକେ ପାଣ୍ଡିଆନଙ୍କ ସୁରକ୍ଷାକର୍ମୀଙ୍କ ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଗଜପତିରେ ପାଣ୍ଡିଆନଙ୍କ ସୁରକ୍ଷାକର୍ମୀଙ୍କ ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ନେଇ ବର୍ଷିଲା କଂଗ୍ରେସ। ଏଠି ହିଟ୍ ଆଣ୍ଡ ରନ୍ ଲାଗୁ ହେବ ନା ନାହିଁ ପ୍ରଶ୍ନ କଲେ ବିଜୟ ପଟ୍ଟନାୟକ। ସେ ଆହୁରି କହିଛନ୍ତି, ବିନା ୟୁନିଫର୍ମରେ ପୁଲିସ କାହିଁକି ଗାଡ଼ିରେ ବସିଥିଲେ। 

Advertisment
Odisha Congress Vk Pandian Bijaya Patnaik