ଚର୍ଚ୍ଚାରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ କମ୍ପାନୀ

ମାନସଙ୍କର ପୂର୍ବରୁ 4ଟି ବ୍ୟବସାୟିକ କମ୍ପାନୀ ଥିଲେ ବି ସମାଜସେବା ପାଇଁ ଏକ କମ୍ପାନୀ ଖୋଲିବାର କାରଣ କ’ଣ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Ordigital Desk
  • Published: Tuesday, 22 October 2024
  • Updated: 22 October 2024, 02:11 PM IST

Sports

Latest News

ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜ ଏବେ ମାତ୍ର 18 ଦିନ ତଳେ ଖୋଲିଛନ୍ତି ଏକ କମ୍ପାନୀ । ନାଁ ହେଉଛି- ଚତୁର୍ଦ୍ଧା ଫାଉଣ୍ଡେସନ୍। ମାନସଙ୍କର ପୂର୍ବରୁ 4ଟି ବ୍ୟବସାୟିକ କମ୍ପାନୀ ଥିଲେ ବି ସମାଜସେବା ପାଇଁ ଏକ କମ୍ପାନୀ ଖୋଲିବାର କାରଣ କ’ଣ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କମ୍ପାନୀ ଆଇନ-2013ର ସେକ୍ସନ-8ରେ ଖୋଲାଯାଇଥିବା ଏହି କମ୍ପାନୀର ଲକ୍ଷ୍ୟ ହେଉଛି ସମାଜସେବା । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos