Advertisment

ଚର୍ଚ୍ଚାରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ କମ୍ପାନୀ

ମାନସଙ୍କର ପୂର୍ବରୁ 4ଟି ବ୍ୟବସାୟିକ କମ୍ପାନୀ ଥିଲେ ବି ସମାଜସେବା ପାଇଁ ଏକ କମ୍ପାନୀ ଖୋଲିବାର କାରଣ କ’ଣ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଅଦ୍ୟତନ ହୋଇଛି
Advertisment

ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜ ଏବେ ମାତ୍ର 18 ଦିନ ତଳେ ଖୋଲିଛନ୍ତି ଏକ କମ୍ପାନୀ । ନାଁ ହେଉଛି- ଚତୁର୍ଦ୍ଧା ଫାଉଣ୍ଡେସନ୍। ମାନସଙ୍କର ପୂର୍ବରୁ 4ଟି ବ୍ୟବସାୟିକ କମ୍ପାନୀ ଥିଲେ ବି ସମାଜସେବା ପାଇଁ ଏକ କମ୍ପାନୀ ଖୋଲିବାର କାରଣ କ’ଣ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କମ୍ପାନୀ ଆଇନ-2013ର ସେକ୍ସନ-8ରେ ଖୋଲାଯାଇଥିବା ଏହି କମ୍ପାନୀର ଲକ୍ଷ୍ୟ ହେଉଛି ସମାଜସେବା । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe