‘କେହି ଅନ୍ୟାୟର ଶିକାର ହେବେନାହିଁ’ | Odisha Reporter
Advertisment
ଓ୍ବାକଫ୍ ବିଲକୁ ନେଇ ବିଜେଡି କରୁଥିବା ପ୍ରତିବାଦ ଉପରେ ପ୍ରତିକ୍ରିୟା ରଖିଲେ ବିଜେପି ସଭାପତି ମନମୋହନ ସାମଲ। କହିଲେ ଲମ୍ବା ଚର୍ଚ୍ଚା ହେବ କିନ୍ତୁ ଶେଷରେ ଯେଉଟା ନ୍ୟାୟ ସେଇଟା ହେବ। ବାଜପେୟୀଙ୍କ ଡାଇଲଗ କହି କହିଲେ.. ଜଷ୍ଟିସ୍ ଟୁ ଅଲ। ସବୁ ନ୍ୟାୟ ଆଧାରିତ ହେବ । ଶୁଣନ୍ତୁ କ'ଣ କହୁୁଛନ୍ତି ମନମୋହନ...
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us