Advertisment

'BJPକୁ ନେତା ପଠାଉଛନ୍ତି ପାଣ୍ଡିଆନ'

ବିରୋଧି ବିଜେଡି ଓ କଂଗ୍ରେସ ନିଜ ଘର ସଜାଡି ପାରୁନଥିବା ବେଳେ ବିଜେପି କିନ୍ତୁ ପୁରା ଫାଇଦା ନେବାରେ ଲାଗିଛି।

author-image
Manoj Swain

BJPକୁ ମଜବୁତ କରୁଛନ୍ତି ଭି.କେ ପାଣ୍ଡିଆନ । ନବୀନ ନିବାସରେ ରହି କରୁଛନ୍ତି ପୁରା ଯୋଜନା। ତାଙ୍କ ପାଇଁ ବିଜେଡି ସରକାର ଗଲା, ଏବେ ଦଳ ପୁରା ଯିବ। ଏମିତି କିଛି କହିଛନ୍ତି ବିଜେଡି ନେତା ମାନସ ବସ୍ତିଆ। ବିଜେପି କିନ୍ତୁ ଏହାକୁ ଗ୍ରହଣ କରିବାକୁ ନାରାଜ। ବିରୋଧି ବିଜେଡି ଓ କଂଗ୍ରେସ ନିଜ ଘର ସଜାଡି ପାରୁନଥିବା ବେଳେ ବିଜେପି କିନ୍ତୁ ପୁରା ଫାଇଦା ନେବାରେ ଲାଗିଛି। ଦେଖନ୍ତୁ ତମାମ ପ୍ରସଙ୍ଗକୁ ନେଇ ଆଲୋଚନା ମନ୍ଥନରେ। 'BJPକୁ ନେତା ପଠାଉଛନ୍ତି ପାଣ୍ଡିଆନ'

Advertisment
Odisha BjD