\'BJPକୁ ନେତା ପଠାଉଛନ୍ତି ପାଣ୍ଡିଆନ\' || Manthan Political Discussion || Political Debate || BJD || OR
Advertisment
BJPକୁ ମଜବୁତ କରୁଛନ୍ତି ଭି.କେ ପାଣ୍ଡିଆନ । ନବୀନ ନିବାସରେ ରହି କରୁଛନ୍ତି ପୁରା ଯୋଜନା। ତାଙ୍କ ପାଇଁ ବିଜେଡି ସରକାର ଗଲା, ଏବେ ଦଳ ପୁରା ଯିବ। ଏମିତି କିଛି କହିଛନ୍ତି ବିଜେଡି ନେତା ମାନସ ବସ୍ତିଆ। ବିଜେପି କିନ୍ତୁ ଏହାକୁ ଗ୍ରହଣ କରିବାକୁ ନାରାଜ। ବିରୋଧି ବିଜେଡି ଓ କଂଗ୍ରେସ ନିଜ ଘର ସଜାଡି ପାରୁନଥିବା ବେଳେ ବିଜେପି କିନ୍ତୁ ପୁରା ଫାଇଦା ନେବାରେ ଲାଗିଛି। ଦେଖନ୍ତୁ ତମାମ ପ୍ରସଙ୍ଗକୁ ନେଇ ଆଲୋଚନା ମନ୍ଥନରେ। 'BJPକୁ ନେତା ପଠାଉଛନ୍ତି ପାଣ୍ଡିଆନ'
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us