Advertisment

ପିସିସି ମହିଳା କମିଟିରେ ବହୁ ନୂଆ ମୁହଁ: ୧୫ ସାଧାରଣ ସମ୍ପାଦିକା, ୨୧ ସମ୍ପାଦିକା

ସାଧାରଣ ନିର୍ବାଚନକୁ ଆଉ ମାତ୍ର ଦେଢ଼ ମାସ ବାକିଥିବାବେଳେ ପ୍ରଦେଶ କଂଗ୍ରେସ ମହିଳା କମିଟି ଆଜି ତା’ର କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛି।

odisha congress bhawan

odisha congress bhawan

Advertisment

ସାଧାରଣ ନିର୍ବାଚନକୁ ଆଉ ମାତ୍ର ଦେଢ଼ ମାସ ବାକିଥିବାବେଳେ ପ୍ରଦେଶ କଂଗ୍ରେସ ମହିଳା କମିଟି ଆଜି ତା’ର କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛି । ପିସିସି ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଗଠିତ କମିଟିରେ ବହୁ ନୂଆ ମୁହଁ ସ୍ଥାନ ପାଇଛନ୍ତି । ୬ଜଣ ଉପସଭାନେତ୍ରୀ, ୧୫ଜଣ ସାଧାରଣ ସମ୍ପାଦିକା ଓ ୨୧ଜଣ ସମ୍ପାଦିକାଙ୍କ ସମେତ ଜିଲ୍ଲା ସଭାନେତ୍ରୀମାନଙ୍କୁ ମଧ୍ୟ ନିଯୁକ୍ତି ମିଳିଛି । ଏଆଇସିସି ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବାଙ୍କ ଅନୁମୋଦନ ପରେ ଏହି ତାଲିକା ଘୋଷଣା ହୋଇଛି ।

Advertisment

ସୂଚନା ସୂଚନା ଅନୁସାରେ ପ୍ରଦେଶ ମହିଳା କଂଗ୍ରେସ ଉପ ସଭାନେତ୍ରୀ  ଭାବେ ସଂଗୀତା ସିଂଦେଓ, ପ୍ରଣତୀ ମିଶ୍ର, ଦେବସ୍ମିତା ସାମଲ, ଜ୍ୟୋତିର୍ମୟୀ ବାଗ, ଜବାମଣି ଟୁଡୁ ଓ ଶୋଭାମୟୀ ସିଂଙ୍କୁ ନିଯୁକ୍ତି ମିଳିଛି ।

ସେହିପରି ସାଧାରଣ ସଂପାଦିକା ଭାବେ ସ୍ନେହଲତା ଚୌଧୁରୀ, ସିଲି ସେଠୀ, ଶ୍ରୀୟାସ୍ମିତା ପଣ୍ଡା, ମୋନାଲିସା ଦାସ, ଅମିତାବାଳା ଆଚାର୍ଯ୍ୟ, ନମିତା ମାଝୀ, ସୁପ୍ରଭା ବରାଇ, ସୁକାନ୍ତି ସରାଫ, ମହେନ୍ଦ୍ରୀ ସାହୁ, ରିତାଶ୍ରୀ ମହାନ୍ତି, ସ୍ନେହଲତା ମହାପାତ୍ର, ବାସନ୍ତୀ ସାମଲ, ମିନତି ନାୟକ, ନିଳିମା ଅଗ୍ରୱାଲ ଓ ମାଧବୀ ସେନାପତିଙ୍କୁ ନିଯୁକ୍ତି ମିଳିଛି ।

Advertisment

ସେହିପରି ସମ୍ପାଦିକା ଭାବେ ଲିପ୍ସାଚାନ୍ଦ ପଲାଇ, କିରଣବାଳା ମହାନ୍ତି, ସ୍ୱର୍ଣ୍ଣଲତା ବାନରା, ଗୋରେତି ଖେସ, ସୁଦୀପ୍ତା ଦାସ, ଗୌରୀ ଦାସ, ଲତା ନାୟକ, ନଳିନୀ ଜାଲ, ମଞ୍ଜୁଲତା ମିଶ୍ର, ପଦ୍ମାବତୀ ମାଣ୍ଡାଗି, ସୁନିତା ନାୟକ, ଗୀତାଞ୍ଜଳି ପାଣିଗ୍ରାହୀ, ଦିପ୍ତିରାଣୀ ପ୍ରଧାନ, କବିତା ପ୍ରିୟଦର୍ଶିନୀ ଦାଶ, ବିଦୁଲତା ଅଚାର୍ଯ୍ୟ, ଇତିଶ୍ରୀ ମିଶ୍ର, ମିତାରାଣି ମଲ୍ଲିକ, ସୁନିତା ଲାକ୍ରା, ସୁନିତା ବାଗ, ସରସ୍ୱତୀ ସାହୁ ଓ କଳ୍ପନା ପଣ୍ଡା ନିଯୁକ୍ତି ପାଇଛନ୍ତି ।

ସେହିପରି ଜିଲ୍ଲା କଂଗ୍ରେସ ସଭାପତି ଭାବେ ଅନୁଗୁଳ-ସବିତା ଧୀର, ବଲାଙ୍ଗିର- ମିର୍ଲାନୀ ସାହୁ, ବାଲେଶ୍ୱର- ପ୍ରଜ୍ଞା ପରମିତା ମହାନ୍ତିି, ବରଗଡ଼-ମୌସୁମୀ ସାହୁ, ଭଦ୍ରକ- ସବିତା ଚାନ୍ଦ, ଭୁବନେଶ୍ୱର- ଗିତାଳି ମହାନ୍ତି, ବୌଦ୍ଧ- କବିତା ମହାକୁଡ, କଟକ- ଅମ୍ରିତା ସିଂ, କଟକନଗର- କଳ୍ପନା ସେନ, ଦେଓଗଡ଼- ଲିତା ଆଚାର୍ଯ୍ୟ, ଢ଼େଙ୍କାନାଳ- ସ୍ମିତାରାଣୀ ସାମଲ, ଗଜପତି- ସସ୍ମିତା ନାୟକ, ଗଞ୍ଜାମ ପୂର୍ବ- ବନଜା ପଣ୍ଡା, ଗଞ୍ଜାମ ପଶ୍ଚିମ- ସ୍ୱରୂପା ତ୍ରିପାଠୀ, ଜଗତସିଂହପୁର- ପ୍ରିୟମ୍ବଦା ପାଣି, ଝାରସୁଗୁଡ଼ା- ଡଲି କାନ୍ଦୁଲାନା, ଯାଜପୁର- ଆରତି ଦେଓ, କଳାହାଣ୍ଡି- ମାର୍ଜିନା ପ୍ରଧାନ, କେନ୍ଦୁଝର- ପ୍ରବୀଣା ଦଣ୍ଡାପାଟ, କନ୍ଧମାଳ- ରୁଦା ମଲ୍ଲିକ, କେନ୍ଦ୍ରାପଡ଼ା- ଜିନତ ପ୍ରିୟଦର୍ଶିନୀ ରାଉତ, ଖୋର୍ଦ୍ଧା- ଝୁନା କୁମାରୀ ପଟ୍ଟନାୟକ, କୋରାପୁଟ- ନଳିନୀ ରଥ, ମାଲକାନଗିରି- ପୁଷ୍ପା ପୋଡ଼ିଆମି, ମୟୁରଭଞ୍ଜ ପଶ୍ଚିମ- ନିଳିମା ପ୍ରିୟଦର୍ଶିନୀ ସୋରେନ, ମୟୁରଭଞ୍ଜ ପୂର୍ବ- ସୁସ୍ମିତା ଘୋଷାଲ, ନବରଙ୍ଗପୁର- ଗୀତାରାଣି ସମ୍ରତ, ନୟାଗଡ଼- ସସ୍ମିତା କୁମାର ଦାଦ, ନୂଆପଡ଼ା- ସୀମା କୁମ୍ଭାର, ପୁରୀ- ନିରୁପମା ପାତ୍ର, ରାୟଗଡ଼ା-ଅମ୍ବିକା ମାଝୀ, ରାଉରକେଲା- ଗୀତା ସିଂ, ସମ୍ବଲପୁର-ବିଜୟଲକ୍ଷ୍ମୀ ବେହେରା, ସୁବର୍ଣ୍ଣପୁର- ଭବାନୀ ଦୀପ,  ସୁନ୍ଦରଗଡ଼- ସରୋଜିନୀ ବାକ୍ରାଙ୍କୁ ନିଯୁକ୍ତି ମିଳିଛି ।

ସେହିପରି କାର୍ଯ୍ୟନିର୍ବାହୀ ସଦସ୍ୟା ଭାବେ ପ୍ରତିମା କର, ରୀତା ରାଉତ, କୁସୁମ ପ୍ରଧାନ, ପ୍ରଭାବତୀ ପଟ୍ଟନାୟକ, ଶୁଭଶ୍ରୀ ପଣ୍ଡା, ସୁବାସିନୀ ମହାକୁଡ଼, ରୂପାଦିପ୍ତା ମହାପାତ୍ର, ପ୍ରଭାତୀ ମିଶ୍ର, ମନଜାମଞ୍ଜରୀ ଦେବୀ, ଦୌପ୍ରଦୀ ମାଝୀ, ପ୍ରତିମା ପଣ୍ଡା, ଉର୍ବଶୀ ମିଶ୍ର, ଅର୍ଚ୍ଚନା ନନ୍ଦି, ସୁଲୋଚନା ନାୟକ, ସୁଶ୍ରୀ କଳ୍ପନା ରାଉତରାୟ, ଶିଳ୍ପୀଶ୍ରୀ ହରିଚନ୍ଦନ, ନିରୁପମା ଦାସ, କନକଲତା ମଲ୍ଲିକ, ରୀନା ସ୍ୱାଇଁ, ଅର୍ଣ୍ଣପୂର୍ଣ୍ଣା ସାହୁ, ସୁଜ୍ଞାନି ପଟ୍ଟନାୟକ, ଏମଏ ପରୱିନ, ଅମିତା ବିଶ୍ୱାଳ, ରୀତା ଯୋଶୀ, ମୁନି ଥାପା, ମୋତି କୈବର୍ତ୍ତ, ବିନ୍ଧ୍ୟାବିନୀ ସାହୁ, ହାରାବତୀ ଗଣ୍ଡ, ଆରତୀ ସ୍ୱାଇଁ, ଶ୍ରିୟା ମହାନ୍ତି, ମଧୁସ୍ମିତା ପରିଡ଼ା, ନିଲକମଲ ସେଠୀ, ବିଳାସିନୀ ନାୟକ, ବିଶ୍ୱକଲ୍ୟାଣୀ କର, ଜୟଶ୍ରୀ ପାତ୍ର, ସୂର୍ଯ୍ୟକାନ୍ତି ବାଗ,ରୀତା ହେମ୍ବ୍ରମ ଅଛନ୍ତି ।

ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟା-ସୁଶିଳା ତିରିଆ, ସରସ୍ୱତୀ ହେମ୍ବ୍ରମ, ବିଜୟଲକ୍ଷ୍ମୀ ସାହୁ, ସସ୍ମିତା ବେହେରା, ଅଜୟନ୍ତୀ ପ୍ରଧାନ, ରତ୍ନମଣି ଉଲ୍ଲାକା, ବନ୍ଦିତା ପରିଡ଼ା, ରଶ୍ମି ମହାପାତ୍ର, ପ୍ରତିମା ମଲ୍ଲିକ, ନଳିନୀ ବେହେରା, ସ୍ୱାଗତିକା ପଟ୍ଟନାୟକ, ମଧୁସ୍ମିତା ସେଠୀଙ୍କୁ ନିଯୁକ୍ତି ମିଳିଛି ।

Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe