Advertisment

ଗଣମାଧ୍ୟମର କଣ୍ଠରୋଧ କରୁଥିଲେ ପୂର୍ବ ସରକାର

ଟିଆରପିରେ ଯେଉଁମାନେ ନମ୍ବର ୧ ସେମାନେ ପାଉଥିଲେ ସବୁଠାରୁ କମ୍ ସରକାରୀ ବିଜ୍ଞାପନ ।

Advertisment

ମୁଖ୍ୟମନ୍ତ୍ରୀ କହିଲେ, କେଉଁ ମିଡିଆକୁ ନବୀନ ଓଜାଡୁଥିଲେ ବିଜ୍ଞାପନ । HMVକୁ ମନା କରୁଥିବା ଗଣମାଧ୍ୟମକୁ ବିଜ୍ଞାପନ ବନ୍ଦ କରିଥିଲେ ଗତ ସରକାର । ସରକାରଙ୍କ ଭଏସ ଯେଉଁମାନେ ପାଲଟୁଥିଲେ ସେମାନେ ପାଉଥିଲେ ବିଜ୍ଞାପନ । ଟିଆରପିରେ ଯେଉଁମାନେ ନମ୍ବର ୧ ସେମାନେ ପାଉଥିଲେ ସବୁଠାରୁ କମ୍ ସରକାରୀ ବିଜ୍ଞାପନ । ଆଉ ଯେଉଁ ଗଣମାଧ୍ୟମ ତଳ ଆଡୁ ନମ୍ବର ୧ ସେମାନଙ୍କୁ ବିଜ୍ଞାପନ ଓଜାଡୁଥିଲେ ସରକାର।

Advertisment
Odisha Odisha Media
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe