ନବଙ୍କ ପାଉଁଶ ସାମ୍ରାଜ୍ୟରେ ପଶିବାକୁ ଉଦ୍ୟମ ? || Eye On Naba\'s \'Ash Empire\' || Odisha Reporter
ନବଙ୍କ ପାଉଁଶ ସାମ୍ରାଜ୍ୟରେ ପଶିବାକୁ ଉଦ୍ୟମ?
ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଜଣେ ଟାଣୁଆ ରାଜନେତା ନଥିଲେ, ଥିଲେ ଜଣେ ପ୍ରତିଷ୍ଠିତ ଶିଳ୍ପପତି। ସେ କୋଇଲା ଏବଂ ଆଶପଣ୍ଡରୁ ପାଉଁଶ ପରିଚାଳନା କାରବାର କରୁଥିଲେ। କୋଟି କୋଟି ଟଙ୍କାର ବ୍ୟବସାୟ କରି ପଶ୍ଚିମ ଓଡ଼ିଶାରେ ବିତ୍ତଶାଳୀ ହୋଇପାରିଥିଲେ। ତେବେ ନବ ଯିବା ପରେ ବର୍ତ୍ତମାନ ତାଙ୍କ ସାମ୍ରାଜ୍ୟରେ ଅନ୍ୟମାନେ ପଶିବାକୁ ଉଦ୍ୟମ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି।
ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ!
Be the first to get exclusive offers and the latest news
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
