ଏମାନେ ବିଜେଡିର ଟିକେଟ ବଣ୍ଟାଳି ! | Odisha Reporter
ନେତାମାନଙ୍କ ଉପରେ ମୋଟା ମୋଟା ଫାଇଲକରି କାହାକୁ ଟିକେଟ୍ ମିଳିବ ଆଉ କାହାକୁ ମିଳିବନି ସେନେଇ ତର୍ଜମା ଜାରି ରଖିଛି ବିଜେଡି । ସୁପ୍ରିମୋ କିଛି କହିନାହାଁନ୍ତି ହେଲେ ନେତାମାନେ ପଦଯାତ୍ରାରେ ଟିକେଟ ବାଣ୍ଟୁଛନ୍ତି । ସର୍ଭେ ରିପୋର୍ଟକୁ ଆଧାର କରି ଦଳ ବାଣ୍ଟିବ ଏମପି, ଏମଏଲଏ ଟିକେଟ। ହେଲେ ଧାମନଗର, ବସ୍ତା ଓ ଢେଙ୍କାନାଳ ଲୋକସଭା ଆସନ ପାଇଁ ଟିକେଟ ବାଣ୍ଟିଦେଲେ ନେତା ! ପଦଯାତ୍ରାରେ ଦଳର ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଉପସ୍ଥିତିରେ ସୁବାସିନୀ ଜେନାଙ୍କ ନାଁ ଘୋଷଣା କରିଦେଲେ ମନ୍ତ୍ରୀ ଅଶ୍ବିନୀ ପାତ୍ର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
