Advertisment

ଏମାନେ ବିଜେଡିର ଟିକେଟ ବଣ୍ଟାଳି !

ପଦଯାତ୍ରାରେ ଦଳର ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଉପସ୍ଥିତିରେ ସୁବାସିନୀ ଜେନାଙ୍କ ନାଁ ଘୋଷଣା କରିଦେଲେ ମନ୍ତ୍ରୀ ଅଶ୍ବିନୀ ପାତ୍ର।

Advertisment

ନେତାମାନଙ୍କ ଉପରେ ମୋଟା ମୋଟା ଫାଇଲକରି କାହାକୁ ଟିକେଟ୍ ମିଳିବ ଆଉ କାହାକୁ ମିଳିବନି ସେନେଇ ତର୍ଜମା ଜାରି ରଖିଛି ବିଜେଡି । ସୁପ୍ରିମୋ କିଛି କହିନାହାଁନ୍ତି ହେଲେ ନେତାମାନେ ପଦଯାତ୍ରାରେ ଟିକେଟ ବାଣ୍ଟୁଛନ୍ତି । ସର୍ଭେ ରିପୋର୍ଟକୁ ଆଧାର କରି ଦଳ ବାଣ୍ଟିବ ଏମପି, ଏମଏଲଏ ଟିକେଟ। ହେଲେ ଧାମନଗର, ବସ୍ତା ଓ ଢେଙ୍କାନାଳ ଲୋକସଭା ଆସନ ପାଇଁ ଟିକେଟ ବାଣ୍ଟିଦେଲେ ନେତା ! ପଦଯାତ୍ରାରେ ଦଳର ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଉପସ୍ଥିତିରେ ସୁବାସିନୀ ଜେନାଙ୍କ ନାଁ ଘୋଷଣା କରିଦେଲେ ମନ୍ତ୍ରୀ ଅଶ୍ବିନୀ ପାତ୍ର।

Advertisment
Odisha BjD Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe