‘ବହୁ ମତରେ ବିଜେପି ଜିତିବ’ | Madhya Pradesh Election 2023 ! | Odisha Reporter
Advertisment
ଆଜି ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନା ଭଳି ମଧ୍ୟପ୍ରଦେଶରେ ଚାଲିଛି ଭୋଟ ଗଣତି। ଏଠାରେ ବିଜେପି 156ଟି ଆସନରେ ଆଗୁଆ ଥିବା ବେଳେ ବିରୋଧୀ କଂଗ୍ରେସ 70ଟି ଆସନରେ ଆଗୁଆ ରହିଛି। ମଧ୍ୟପ୍ରଦେଶରେ ବିଜେପି ପୁଣି କ୍ଷମତାକୁ ଆସିବା ସ୍ପଷ୍ଟ ହେଉଛି। ତେବେ ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us