ଡାକ୍ତର ଶାରଦା ନାୟକ ! ନାଁ ଟା ହିଁ ଯଥେଷ୍ଚ | Minister Sarada Nayak Surprises as a Doctor at Blood Camp |
Advertisment
ଶ୍ରମ ମନ୍ତ୍ରୀ ଶାରଦା ନାୟକ। ଅତି ଉତ୍ସାହିତ ନେତା ଜଣକ । ତାଙ୍କ ଉତ୍ସାହ ପରିମାଣ ସେ ଦିନ ବଢିଯାଇଥିଲା ଯେଉଁଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଥିଲା। ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ରାଉରକେଲା ସରକାରୀ ହସ୍ପିଟାଲରେ ହୋଇଥିଲା ରକ୍ତଦାନ ଶିବିର । ଏହି ଅବସରରେ ହଠାତ ଶାରଦା ବାବୁଙ୍କୁ ଡାକ୍ତର ଅବତାରରେ ଦେଖିବାକୁ ମିଳିଥିଲା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us