Advertisment

ମନ୍ତ୍ରୀ ଜାଣିନାହାନ୍ତି ଥାନା ଭଙ୍ଗାରୁଜା ଘଟଣା !

ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଖବର ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ପାଖରେ ନାହିଁ ।

Advertisment

ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଖବର ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ପାଖରେ ନାହିଁ । ଖବର ନଥିବା ସ୍ୱୀକାର କଲେ ଖୋଦ୍‌ ମନ୍ତ୍ରୀ । କହିଲେ, ମୁଁ କହିପାରିବିନି, ସେ କଥା ଆସିନି ମୋ ପାଖକୁ ।

Advertisment
Odisha BjD Bargarh Tusharkanti Behera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe