ଦାଦନଗଡ଼ର ଯନ୍ତ୍ରୀ ଏବେ ଶ୍ରମମନ୍ତ୍ରୀ

୨୦୧୯ ସାଧାରଣ ନିର୍ବାଚନର ମାସକ ପୂର୍ବରୁ ଚାକିରିରୁ ଇସ୍ତଫା ଦେଇ ରାଜନୀତିରେ ଯୋଗ ଦେଇଥିଲେ ଗଣେଶ ରାମ ସିଂ ଖୁଣ୍ଟିଆ ।

Manoj Swain
  • Published: Friday, 16 August 2024
  • Updated: 16 August 2024, 07:27 PM IST

Sports

Latest News

୨୦୧୯ ସାଧାରଣ ନିର୍ବାଚନର ମାସକ ପୂର୍ବରୁ ଚାକିରିରୁ ଇସ୍ତଫା ଦେଇ ରାଜନୀତିରେ ଯୋଗ ଦେଇଥିଲେ ଗଣେଶ ରାମ ସିଂ ଖୁଣ୍ଟିଆ । ଦୀର୍ଘ କୋଡିଏ ବର୍ଷ ଧରି ଦାଦନଗଡ କଣ୍ଟାବାଂଜିରେ ରହୁଥିଲେ ଗଣେଶ ରାମ । ଦାଦନଙ୍କ ପାଇଁ ସରକାରୀ ଯୋଜନାକୁ ସରକାରୀ କର୍ମଚାରୀ ଭାବେ ନିଜେ ପରିଚାଳନା କରିଛନ୍ତି । ଆଉ ଆଜି ସିଏ ସରକାରରେ ବିଭାଗୀୟ ମନ୍ତ୍ରୀ । ଦାଦନ ଯିବାର ଅଭାବକୁ ଦେଖିଛନ୍ତି । ଦାଦନ ନିର୍ଯାତନାର କରୁଣ କାହାଣୀକୁ ସ୍ବଚକ୍ଷୁରେ ଦେଖିଛନ୍ତି ସେ ସମୟର ଯନ୍ତ୍ରୀ, ଏବେ ମନ୍ତ୍ରୀ । ତେଣୁ ଦାଦନଗଡରେ ନିଜ ଲୋକଙ୍କୁ ମନ୍ତ୍ରୀ ଭାବରେ ପାଇ, ଲୋକେ ଭଜନ କୀର୍ତ୍ତନ କରି ସ୍ବାଗତ କରିଥିଲେ । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos