୨୦୧୯ ସାଧାରଣ ନିର୍ବାଚନର ମାସକ ପୂର୍ବରୁ ଚାକିରିରୁ ଇସ୍ତଫା ଦେଇ ରାଜନୀତିରେ ଯୋଗ ଦେଇଥିଲେ ଗଣେଶ ରାମ ସିଂ ଖୁଣ୍ଟିଆ । ଦୀର୍ଘ କୋଡିଏ ବର୍ଷ ଧରି ଦାଦନଗଡ କଣ୍ଟାବାଂଜିରେ ରହୁଥିଲେ ଗଣେଶ ରାମ । ଦାଦନଙ୍କ ପାଇଁ ସରକାରୀ ଯୋଜନାକୁ ସରକାରୀ କର୍ମଚାରୀ ଭାବେ ନିଜେ ପରିଚାଳନା କରିଛନ୍ତି । ଆଉ ଆଜି ସିଏ ସରକାରରେ ବିଭାଗୀୟ ମନ୍ତ୍ରୀ । ଦାଦନ ଯିବାର ଅଭାବକୁ ଦେଖିଛନ୍ତି । ଦାଦନ ନିର୍ଯାତନାର କରୁଣ କାହାଣୀକୁ ସ୍ବଚକ୍ଷୁରେ ଦେଖିଛନ୍ତି ସେ ସମୟର ଯନ୍ତ୍ରୀ, ଏବେ ମନ୍ତ୍ରୀ । ତେଣୁ ଦାଦନଗଡରେ ନିଜ ଲୋକଙ୍କୁ ମନ୍ତ୍ରୀ ଭାବରେ ପାଇ, ଲୋକେ ଭଜନ କୀର୍ତ୍ତନ କରି ସ୍ବାଗତ କରିଥିଲେ । ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
'ପରିସ୍ଥିତି ସୁଧାରିବାରେ ବିଫଳ'; ମଣିପୁର ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ଏନପିପି
ମଣିପୁରରେ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି)। ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ନେତୃତ୍ୱରେ ବିଜେପି ସରକାର ବର୍ତ୍ତମାନର ପରିସ୍ଥିତିର ମୁକାବିଲା କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛି ଏନପିପି।
Politics
ଦିଲ୍ଲୀ ରାଜନୀତି; କୈଳାଶ ଗଲେ ଅନିଲ ଆସିଲେ
ଅଶୋକ ଗେହଲଟ ଆପ୍ ଛାଡ଼ୁ ଛାଡ଼ୁ ଦଳରେ ଯୋଗ ଦେଇଛନ୍ତି ପୂର୍ବତନ ବିଜେପି ବିଧାୟକ ଅନିଲ ଝା।
Politics
ଇଡି-ସିବିଆଇ ଚାପରେ ଇସ୍ତଫା ଦେଇଛନ୍ତି କୈଳାଶ ଗେହଲଟ: ଆପ୍
ବିଧାନସଭା ନିର୍ବାଚନ ମଧ୍ୟରେ ଆପ୍ ଛାଡ଼ିଛନ୍ତି ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ କୈଳାଶ ଗେହଲଟ।
Politics
ବର୍ଷିଲେ ବିଜେଡି ସାଂସଦ
ମହାପ୍ରଭୁଙ୍କୁ ନେଇ ରାଜନୀତି କରିବା ଛଡ଼ା ବିଜେପି ସରକାରର ଆଉ କିଛି କାମ ନାହିଁ ବୋଲି କହିଛନ୍ତି ସାଂସଦ।