ଦାଦନଗଡ଼ର ଯନ୍ତ୍ରୀ ଏବେ ଶ୍ରମମନ୍ତ୍ରୀ | Odisha Reporter |
୨୦୧୯ ସାଧାରଣ ନିର୍ବାଚନର ମାସକ ପୂର୍ବରୁ ଚାକିରିରୁ ଇସ୍ତଫା ଦେଇ ରାଜନୀତିରେ ଯୋଗ ଦେଇଥିଲେ ଗଣେଶ ରାମ ସିଂ ଖୁଣ୍ଟିଆ । ଦୀର୍ଘ କୋଡିଏ ବର୍ଷ ଧରି ଦାଦନଗଡ କଣ୍ଟାବାଂଜିରେ ରହୁଥିଲେ ଗଣେଶ ରାମ । ଦାଦନଙ୍କ ପାଇଁ ସରକାରୀ ଯୋଜନାକୁ ସରକାରୀ କର୍ମଚାରୀ ଭାବେ ନିଜେ ପରିଚାଳନା କରିଛନ୍ତି । ଆଉ ଆଜି ସିଏ ସରକାରରେ ବିଭାଗୀୟ ମନ୍ତ୍ରୀ । ଦାଦନ ଯିବାର ଅଭାବକୁ ଦେଖିଛନ୍ତି । ଦାଦନ ନିର୍ଯାତନାର କରୁଣ କାହାଣୀକୁ ସ୍ବଚକ୍ଷୁରେ ଦେଖିଛନ୍ତି ସେ ସମୟର ଯନ୍ତ୍ରୀ, ଏବେ ମନ୍ତ୍ରୀ । ତେଣୁ ଦାଦନଗଡରେ ନିଜ ଲୋକଙ୍କୁ ମନ୍ତ୍ରୀ ଭାବରେ ପାଇ, ଲୋକେ ଭଜନ କୀର୍ତ୍ତନ କରି ସ୍ବାଗତ କରିଥିଲେ । ଦେଖନ୍ତୁ ପୂରା ରିପୋର୍ଟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us