Advertisment

ରାଜନାଥଙ୍କୁ ପ୍ରତିରକ୍ଷା, ଶାହଙ୍କୁ ସ୍ୱରାଷ୍ଟ୍ର, ନିର୍ମଳା ହେଲେ ଅର୍ଥ ମନ୍ତ୍ରୀ: କାହାକୁ ମିଳିଲା କେଉଁ ମନ୍ତ୍ରଣାଳୟ?

ବିଜେପିର ଚାଣକ୍ୟ ଅମିତ ଶାହ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଦାୟିତ୍ୱ ପୁଣି ପାଇଛନ୍ତି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ଶପଥ ନେବାର ପ୍ରାୟ ୨୪ ଘଣ୍ଟା ପରେ ମୋଦି ୩.୦ ସରକାର କାହାକୁ କେଉଁ ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି, ତା’ର ତାଲିକା ଜାରି କରିଛନ୍ତି। ବରିଷ୍ଠ ନେତା ନୀତୀନ ଗଡ଼କରୀ ୨୦୧୯ ଭଳି ଏଥର ସଡ଼କ ପରିବହନ ମନ୍ତ୍ରଣାଳୟ ନିଜ ପାଖରେ ରଖିବାକୁ ସକ୍ଷମ ହୋଇଛନ୍ତି।

Advertisment

ସେହିପରି ଅଜୟ ଟାମଟା ଓ ହର୍ଷ ମାଲହୋତ୍ରା ତାଙ୍କ ଡେପୁଟି ଭାବେ କାମ କରିବେ। ଗଡ଼କରୀ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ହର୍ଷ ଓ ଅଜୟ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଥିଲେ। 

୨୦୧୯ରେ ମୋଦି ସରକାରେ ରେଳମନ୍ତ୍ରୀ ଭାବେ କାମ କରୁଥିବା ଅଶ୍ୱିନୀ ବୈଷବ ଏଥର ରେଳ ସହ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପାଇଛନ୍ତି। ବିଜେପିର ଚାଣକ୍ୟ ଅମିତ ଶାହ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଦାୟିତ୍ୱ ପୁଣି ପାଇଛନ୍ତି। 

Advertisment

କ୍ୟାବିନେଟ ମନ୍ତ୍ରୀ

୧- ରାଜନାଥ ସିଂହ(ବିଜେପି)- ପ୍ରତିରକ୍ଷା

୨- ଅମିତ ଶାହ(ବିଜେପି)- ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

୩- ନୀତୀନ ଗଡ଼କରୀ(ବିଜେପି) - ସଡ଼କ ଓ ପରିବହନ ମନ୍ତ୍ରଣାଳାୟ

୪- ଜେପି ନଡ୍ଡା (ବିଜେପି)- ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

୫- ଶିବରାଜ ସିଂହ ଚୌହାନ(ବିଜେପି)- କୃଷି ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଓ ପଞ୍ଚାୟତିରାଜ ମନ୍ତ୍ରଣାଳୟ

୬- ନିର୍ମଳା ସୀତାରମଣ(ବିଜେପି)- ଅର୍ଥ ମନ୍ତ୍ରଣାଳୟ

୭- ଏସ ଜୟଶଙ୍କର(ବିଜେପି)- ବୈଦେଶିକ ବ୍ୟାପାର 

୮- ଧର୍ମେନ୍ଦ୍ର ପ୍ରଧାନ(ବିଜେପି)- ଶିକ୍ଷା ମନ୍ତ୍ରଣାଳୟ

୯- ମନୋହର ଲାଲ ଖଟ୍ଟର (ବିଜେପି)- ଶକ୍ତି, ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ 

୧୦- ଏଚଡି କୁମାରସ୍ୱାମୀ(ଜେଡିଏସ୍‌)- ଇସ୍ପାତ ଓ ଭାରୀ ଶିଳ୍ପ ମନ୍ତ୍ରଣାଳୟ

୧୧- ପୀୟୂଷ ଗୋଏଲ(ବିଜେପି)- ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ

୧୨- ଜିତନ ରାମ ମଞ୍ଝୀ (ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା)- ଏମଏସ୍‌ଏମଇ 

୧୩- ଲଲନ ସିଂହ (ଜେଡିୟୁ)- ପଞ୍ଚାୟତି ରାଜ, ମତ୍ସ୍ୟ  ଓ ପଶୁ ସମ୍ପଦ 

୧୪- ସର୍ବାନନ୍ଦ ସୋନେୱାଲ (ବିଜେପି)- ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟ

୧୫- ବୀରେନ୍ଦ୍ର କୁମାର(ବିଜେପି)- ସମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ

୧୬- ରାମ ମୋହନ ନାଇଡୁ କିଞ୍ଜରାପ୍ପୁ (ଟିଡିପି) - ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

୧୭- ପ୍ରହ୍ଲାଦ ଯୋଶୀ(ବିଜେପି)- ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

୧୮- ଜୁଏଲ ଓରାମ(ବିଜେପି)- ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ

୧୯- ଗିରିରାଜ ସିଂହ(ବିଜେପି)- ବୟନ ଶିଳ୍ପ ମନ୍ତ୍ରଣାଳୟ

୨୦- ଅଶ୍ୱିନୀ ବୈଷ୍ଣବ(ବିଜେପି)- ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଆଇଟି

୨୧- ଜ୍ୟୋତିରାଦିତ୍ୟ ସିନ୍ଦିଆ(ବିଜେପି) - ଟେଲିକମ ଓ ଉତ୍ତର ପୂବଆ ରାଜ୍ୟ ବିକାଶ ମନ୍ତ୍ରଣାଳୟ

୨୨- ଭୂପେନ୍ଦ୍ର ଯାଦବ(ବିଜେପି)- ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ 

୨୩- ଗଜେନ୍ଦ୍ର ସିଂହ ଶିଖାୱତ(ବିଜେପି)- ପର୍ଯ୍ୟଟନ ଓ ସଂସ୍କୃତି 

୨୪- ଅନପୂର୍ଣ୍ଣା ଦେବୀ(ବିଜେପି) - ମହିଳା ଓ ଶିଶୁ ବିକାଶ 

୨୫- କିରଣ ରିଜିଜୁ(ବିଜେପି)- ସଂସଦୀୟ ବ୍ୟାପାର ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ

୨୬- ହରଦୀପ ସିଂହ ପୁରୀ(ବିଜେପି)- ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ

୨୭- ମନସୁଖ ମାଣ୍ଡଭୀୟ(ବିଜେପି)- ଶ୍ରମ ଓ ନିଯୁକ୍ତି ସହ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ

୨୮- ଜି କିଶନ ରେଡ୍ଡୀ(ବିଜେପି)- କୋଇଲା ଓ ଖଣି ମନ୍ତ୍ରଣାଳୟ 

୨୯- ଚିରାର ପାଶୱାନ(ରାମ ବିଲାଶ)- ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ ମନ୍ତ୍ରଣାଳୟ 

୩୦- ସିଆର ପାଟିଲ(ବିଜେପି) - ଜଳ ଶକ୍ତି ମନ୍ତ୍ରଣାଳୟ

୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ)

୧- ରାଓ ଇନ୍ଦରଜିତ(ବିଜେପି)- ପରିସଂଖ୍ୟନ ଓ କାର୍ଯ୍ୟକ୍ରମ ସ୍ୱାଧୀନ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ  

୨-ଜିତେନ୍ଦ୍ର ସିଂହ (ବିଜେପି)- ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଆଟୋମିକ ଓ ସ୍ପେଶ୍‌, ପିଏମଓ 

୩- ଅର୍ଜୁନ ରାମ ମେଘୱାଲ(ବିଜେପି)- ଆଇନ ଓ ନ୍ୟାୟ(ସ୍ୱାଧୀନ ଦାୟିତ୍ୱ) ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ 

୪- ପ୍ରତାପ ରାଓ ଗଣପତି ରାଓ ଯାଦବ(ଶିବସେନା)- ଆୟୁଷ ମନ୍ତ୍ରଣାଳୟର ସ୍ୱାଧୀନ ଦାୟିତ୍ୱ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ 

୫- ଜୟନ୍ତ ଚୌଧୁରୀ(ଆରଏଲଡି)- ଏମଏସଏମଇ ସ୍ୱାଧୀନ ଦାୟିତ୍ୱ ଓ ଶିକ୍ଷା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ 

ରାଷ୍ଟ୍ରମନ୍ତ୍ରୀଙ୍କ ତାଲିକା

୧- ଜିତିନ ପ୍ରସାଦ(ବିଜେପି)- ବାଣିଜ୍ୟ ଓ ଶିଳ୍ପ, ସୂଚନା ପ୍ରଯୁକ୍ତି ବିଦ୍ୟା 

୨- ଶ୍ରୀପଦ ନାଏକ(ବିଜେପି)- ଶକ୍ତି ଓ ପୁନଃନବୀକରଣ ଯୋଗ୍ୟ 

୩- ପଙ୍କଜ ଚୌଧୁରୀ(ବିଜେପି)- ଅର୍ଥ ରାଷ୍ଟ୍ରମନ୍ତ୍ରୀ 

୪- କ୍ରିଷ୍ଣ ପଲ ଗୁରଜାର (ବିଜେପି)- କର୍ପୋରେସନ ରାଷ୍ଟ୍ରମନ୍ତ୍ରୀ 

୫- ରାମଦାସ ଅଠାୱାଲେ(ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ)- ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ

୬- ନିତ୍ୟାନନ୍ଦ ରାଏ(ବିଜେପି)- ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ 

୭- ଅନୁପ୍ରିୟା ପଟେଲ(ଆପନା ଦଳ)- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ 

୮- ଭି ସୋମନ୍ନା(ବିଜେପି)- ଜଳ ଶକ୍ତି ଓ ରେଳ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

୯- ଚନ୍ଦ୍ର ଶେଖର ପେମ୍ମାସାନି(ଟିଡିପି)- ଗ୍ରାମୀଣ ବିକାଶ ଓ ଯୋଗାଯୋଗ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ  

୧୦- ଏସ୍‌ପି ସିଂହ ବଘେଲ(ବିଜେପି)- ମତ୍ସ୍ୟ ସମ୍ପଦ ଓ ପଞ୍ଚାୟତିରାଜ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ 

୧୧- ଶୋଭା କରନ୍ଦାଲାଜେ(ବିଜେପି)- ଏମଏସଏମଇ, ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ  

୧୨- ବିଏଲ ବର୍ମା(ବିଜେପି)- ଖାଦ୍ୟ, ଖାଉଟି ବ୍ୟାପାର, ସାଧାରଣ ବଣ୍ଟନ, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ 

୧୩- ଶାନ୍ତନୁ ଠାକୁର(ବିଜେପି)- ବନ୍ଦର, ଜାହାଜ ଚଳାଚଳ ଓ ୱାଟରୱେଜ ରାଷ୍ଟ୍ରମନ୍ତ୍ରୀ 

୧୪-ସୁରେଶ ଗୋପି(ବିଜେପି)- ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ, ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ

୧୫- ଏଲ ମୁରଗାନ(ବିଜେପି)- ସୂଚନା ଓ ପ୍ରାସରଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ

୧୬- ଅଜୟ ଟାମଟା(ବିଜେପି)- ସଡ଼କ ଓ ପରିବହନ ରାଷ୍ଟ୍ରମନ୍ତ୍ରୀ

୧୭- ବନ୍ଦି ସଞ୍ଜୟ କୁମାର(ବିଜେପି)- ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ 

୧୮-କମଲେଶ ପାଶ୍ୱାନ(ବିଜେପି)- ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ

୧୯- ଭାଗୀରଥ ଚୌଧୁରୀ (ବିଜେପି)- କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ 

୨୦- ସତୀଶ ଦୁବେ (ବିଜେପି)- କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ

୨୧- ସଞ୍ଜୟ ସେଠ(ବିଜେପି)- ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ

୨୨-ରବନୀତ ସିଂହ ବିଟ୍ଟୁ(ବିଜେପି)-  ଖାଦ୍ୟ ପ୍ରକ୍ରିୟାକରଣ, ରେଳବାଇ ରାଷ୍ଟ୍ରମନ୍ତ୍ରୀ

୨୩- ଦୁର୍ଗାଦାସ ଉଇକି(ବିଜେପି)- ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ

୨୪- ରକ୍ଷା ଖଡସେ(ବିଜେପି)- ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ 

୨୫- ଶୁକାନ୍ତ ମଜମୁଦର(ବିଜେପି)- ଶିକ୍ଷା ରାଷ୍ଟ୍ରମନ୍ତ୍ରୀ 

୨୬- ସାବିତ୍ରୀ ଠାକୁର(ବିଜେପି)- ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ

୨୭- ତୋଖନ ସାହୁ(ବିଜେପି) - ଗୃହ ଓ ନଗର ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ

୨୮- ରାଜଭୂଷଣ ଚୌଧୁରୀ (ବିଜେପି)- ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ

୨୯- ଭୂପତି ରାଜୁ ଶ୍ରୀନିବାସ ବର୍ମା(ବିଜେପି)- ଭାରୀ ଶିଳ୍ପ ଓ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ

୩୦- ହର୍ଷ ମାଲହୋତ୍ରା(ବିଜେପି)- ସଡ଼କ ଓ ପରିବହନ, କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ 

୩୧- ନିମୁବେନ ବାମଭାଣିୟା (ବିଜେପି) - ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ 

୩୨- ମରୁଲୀଧର ମୋହର(ବିଜେପି)- ବେସାମାରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ

୩୩- ଜର୍ଜ କୁରିୟନ(ବିଜେପି)- ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ 

୩୪- ପବିତ୍ର ମାର୍ଗେରିଟା (ବିଜେପି)-  ବୈଦେଶିକ ଓ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ 

୩୫- ରାମନାଥ ଠାକୁର (ଜେଡିୟୁ)- କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟାର ରାଷ୍ଟ୍ରମନ୍ତ୍ରୀ 

୩୬- କୀର୍ତ୍ତି ବର୍ଦ୍ଧନ ସିଂହ(ବିଜେପି)- ପରିବେଶ, ଜଙ୍ଗଲ ଓ ଜୟବାୟୁ ପରିବର୍ତ୍ତନ, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ

PM Modi Modi 3.0
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe