Advertisment

ମିଶନ ଶକ୍ତି ମା’ ଖୋଲିଦେଲେ ସରକାରଙ୍କ ପୋଲ୍

ଯେଉଁ ଏସଏଚଜି ମା’ମାନଙ୍କୁ ନେଇ ସରକାର ବାହାବାଃ ଲୁଟୁଛନ୍ତି ସେହି ମା’ ହିଁ ଖୋଲି ଦେଇଛନ୍ତି ସରକାରଙ୍କ ଅସଲ ମୁଖା। କେମିତି ସରକାର ମହିଳା ବିକାଶ ଓ ମା’ଙ୍କୁ ସମ୍ମାନର ନାରା ଦେଇ ସେମାନଙ୍କୁ ଶୋଷଣ କରୁଛନ୍ତି, ରାଜରାସ୍ତାରେ ଖରାତରାରେ ବୁଲି ଧାରଣା ଦେବାକୁ ବାଧ୍ୟ କରୁଛନ୍ତି, ତାକୁ କ୍ୟାମେରା ସମ୍ମୁଖରେ ବଖାଣିଛନ୍ତି ଏସଏଚଜିଙ୍କ ପାଇଁ ରାଜ୍ୟର ବିଭିନ୍ନ ବ୍ୟାଙ୍କରେ କାମ କରୁଥିବା ବ୍ୟାଙ୍କ ମିତ୍ର।

author-image
Debendra Prusty

Odisha Mission Shakti Politics Bjd Govt. Naveen Patnaik Mission Shakti