"୮ ବର୍ଷ ହୋଇଗଲା, ତଥାପି ସରିଲାନି ଖୋର୍ଦ୍ଧା ଜିଲ୍ଲା ଜଟଣୀର ଫ୍ଲାଏ ଓଭର ବ୍ରିଜ କାମ। ଶେଷରେ ଧର୍ଯ୍ୟଚ୍ୟୁତ ହେଲେ। ଆଉ ଏହି ଅସମ୍ପୂର୍ଣ୍ଣ ବ୍ରିଜକୁ ଦୀପ ଧୂପ ଲଗାଇ ନଡିଆ ବାଡେଇ ଉଦଘାଟନ କରିଛନ୍ତି ସ୍ଥାନିୟ ବିଧାୟକ ସୁରେଶ କୁମାର ରାଉତରାୟ ।Advertisment "