Advertisment

ଅଧା ଗଢା ବ୍ରିଜରେ ନଡିଆ ପିଟିଲେ ବିଧାୟକ

୮ ବର୍ଷ ହୋଇଗଲା ସରିଲାନି ଖୋର୍ଦ୍ଧା ଜିଲ୍ଲା ଜଟଣୀର ଫ୍ଲାଏ ଓଭର ବ୍ରିଜ କାମ। ଶେଷରେ ଧର୍ଯ୍ୟଚ୍ୟୁତି ହେଲେ। ଆଉ ଏହି ଅସମ୍ପୂର୍ଣ୍ଣ ବ୍ରିଜକୁ ଦୀପ ଧୂପ ଲଗାଇ ନଡିଆ ବାଡେଇ ଉଦଘାଟନ କରିଛନ୍ତି ସ୍ଥାନିୟ ବିଧାୟକ ସୁରେଶ କୁମାର ରାଉତରାୟ ।

Advertisment

୮ ବର୍ଷ ହୋଇଗଲା, ତଥାପି ସରିଲାନି ଖୋର୍ଦ୍ଧା ଜିଲ୍ଲା ଜଟଣୀର ଫ୍ଲାଏ ଓଭର ବ୍ରିଜ କାମ। ଶେଷରେ ଧର୍ଯ୍ୟଚ୍ୟୁତ ହେଲେ। ଆଉ ଏହି ଅସମ୍ପୂର୍ଣ୍ଣ ବ୍ରିଜକୁ ଦୀପ ଧୂପ ଲଗାଇ ନଡିଆ ବାଡେଇ ଉଦଘାଟନ କରିଛନ୍ତି ସ୍ଥାନିୟ ବିଧାୟକ ସୁରେଶ କୁମାର ରାଉତରାୟ ।

Advertisment
Odisha Sura Routray
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe