ବିଧାୟକଙ୍କ ଜୀବନ ପ୍ରତି ବିପଦ, ମାଗିଲେ ସୁରକ୍ଷା

ସରକାରୀ ଓ ଜଙ୍ଗଲ ଜମି ହଡ଼ପ ନେଇ ବିଧାୟକ ହିମାଂଶୁ ସାହୁ ଓ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗି ରହିଛି।

MLA Himanshu Sahu

ଲୋକଙ୍କ ଗହଣରେ ବିଧାୟକ ହିମାଂଶୁ ଶେଖର ସାହୁ (ମଝି)

Jitendra Garnayak
  • Published: Thursday, 29 August 2024
  • Updated: 29 August 2024, 04:14 PM IST

ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଲୋଡ଼ିଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ସାହୁ। ଯାଜପୁର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସେ ମାଗିଛନ୍ତି ସୁରକ୍ଷା।  

ହିମାଂଶୁ ସାହୁଙ୍କ ଧର୍ମଶାଳା କୁମାରି ସ୍ଥିତ କାର୍ଯ୍ୟାଳୟରେ ଗୁଳିମାଡ଼ ଅଭିଯୋଗ ହୋଇଥିଲା। ଏହା ପରେ ସେ ସୁରକ୍ଷା ଲୋଡ଼ିଛନ୍ତି। ତାଙ୍କ ଅଫିସରେ ଗୁଳିକାଣ୍ଡ ଘଟଣାରେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଦୁଇ ସହଯୋଗୀଙ୍କ ନାଁରେ ମାମଲା ହୋଇଛି।

Also Read

ଗତକାଲି ବିଧାୟକ ହିମାଂଶୁ ସାହୁଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେଠାରୁ ୨ଟି ଖୋକା ଜବତ କରି ତଦନ୍ତ କରିଥିଲା ଧର୍ମଶାଳା ପୁଲିସ। ପ୍ରଣବ ବଳବନ୍ତରାୟଙ୍କ ଦୁଇ ସମର୍ଥକ ଜଳଧର ମହାନ୍ତି ଓ କ୍ଷୀତିଶ ନାୟକ ଗୁଳିମାଡ଼ କରିଥିବା ନେଇ ବିଧାୟକଙ୍କ ଜଣେ ସମର୍ଥକ ଶରତ ଓଝାଙ୍କ ପକ୍ଷରୁ ଧର୍ମଶାଳା ଥାନାରେ ଏତଲା ଦିଆଯାଇଥିଲା। 

ସୂଚନାଯୋଗ୍ୟ, ସରକାରୀ ଓ ଜଙ୍ଗଲ ଜମି ହଡ଼ପ ନେଇ ବିଧାୟକ ହିମାଂଶୁ ସାହୁ ଓ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story