Advertisment

'ଶପଥ ସମାରୋହରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ବସିବା ଏକ ସଂଯୋଗ'

ବିଜେପିରେ ଯୋଗଦେବା ଚର୍ଚ୍ଚାରେ ପ୍ରଦୀପଙ୍କ ପ୍ରତିକ୍ରିୟା। କହିଲେ, 'ରାଜ୍ୟପାଳଙ୍କ ଶପଥ ଗ୍ରହଣ ସମାରୋହରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ବସିବା ଏକ ସଂଯୋଗ। ସେଠାରେ ସେମିତି କୌଣସି ରାଜନୈତିକ ଚର୍ଚ୍ଚା ହୋଇନି।'

author-image
Manoj Swain

ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପ୍ରଦୀପ ପାଣିଗ୍ରାହୀ। ବିଜେପିରେ ଯୋଗଦେବା ଚର୍ଚ୍ଚାରେ ପ୍ରଦୀପଙ୍କ ପ୍ରତିକ୍ରିୟା। କହିଲେ, 'ରାଜ୍ୟପାଳଙ୍କ ଶପଥ ଗ୍ରହଣ ସମାରୋହରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ବସିବା ଏକ ସଂଯୋଗ। ସେଠାରେ ସେମିତି କୌଣସି ରାଜନୈତିକ ଚର୍ଚ୍ଚା ହୋଇନି। ବିଜେଡି କେଉଁଠୁ ଖବର ପାଇଲା।' କିଛି ଏଭଳି କହି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। 

Advertisment
Pradeep Panigrahi BjD Odisha Odisha Politics