କେଉଁଠି ବିଜେଡି ବିଧାୟକ ଏବଂ ମନ୍ତ୍ରୀ ବଖାଣୁଛନ୍ତି 5Tର ଯନ୍ତ୍ରଣା। ପ୍ରଦୀପ ପାଣିଗ୍ରାହୀଙ୍କ ସହ କଥା ହେଉଛନ୍ତି ଆଉ ସାମାଜିକ ନିନ୍ଦା- ଅପବାଦର ଛିଟାକୁ ବଖାଣୁଛନ୍ତି। କେମିତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ପାଇଁ ଜଣେ ନେତା ନିଜର ଆଧିପତ୍ୟ –ମାନ –ସମ୍ମାନ ନିଜ ଅଞ୍ଚଳରେ ହରାଉଛନ୍ତି ।