Advertisment

ପକ୍କା ଫୁଲ ଧରିବେ ପ୍ରଦୀପ, ବିଭୂତି ଦେଲେ ଗ୍ରୀନ ସିଗନାଲ !

ପୂର୍ବରୁ ପ୍ରଦୀପଙ୍କ ବିରୋଧରେ ଗୋପାଳପୁର ବିଧାନସଭା ଆସନରୁ ବିଜେପିରୁ ଲଢୁଥିଲେ ବିଭୂତି ଜେନା । ତେବେ ବିଭୂତି ଜେନାଙ୍କ ସହ ପ୍ରଦୀପଙ୍କ କେମିତି ରହିବ ସମ୍ପର୍କ ତାକୁ ନେଇ ଚର୍ଚ୍ଚା ଜୋର ହେଉଥିଲା ।

author-image
Manoj Swain

ଏହି ଫଟୋରୁ ଆରମ୍ଭ ହୋଇଥିଲା ଚର୍ଚ୍ଚା। ଅବସର ଥିଲା ନୂଆ ରାଜ୍ୟପାଳ ଭାବେ ରଘୁବର ଦାସଙ୍କ ଶପଥ ଗ୍ରହଣ ଉତ୍ସବ। ଏହି ସମୟରେ ପ୍ରଦୀପଙ୍କୁ ଦେଖିବାକୁ ମିଳିଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଙ୍ଗେ। ହେଲେ ପୂର୍ବରୁ ପ୍ରଦୀପଙ୍କ ବିରୋଧରେ ଗୋପାଳପୁର ବିଧାନସଭା ଆସନରୁ ବିଜେପିରୁ ଲଢୁଥିଲେ ବିଭୂତି ଜେନା । ତେବେ ବିଭୂତି ଜେନାଙ୍କ ସହ ପ୍ରଦୀପଙ୍କ କେମିତି ରହିବ ସମ୍ପର୍କ ତାକୁ ନେଇ ଚର୍ଚ୍ଚା ଜୋର ହେଉଥିଲା । କିନ୍ତୁ ବିଭୂତି ପ୍ରଦୀପଙ୍କୁ ସ୍ବାଗତ କରିବା ସହ ଓଲଟା ବିଜେଡି ଉପରେ ଖୁବ ବର୍ଷିଛନ୍ତି । ସେ କହିଛନ୍ତି, ବିଜେଡି ପ୍ରଦୀପଙ୍କୁ ଡରିଯାଇଛି । 

Advertisment
Bjp Pradeep Panigrahi Odisha Politics