ସରକାରଙ୍କ ବିରୋଧରେ ପୁଣି ଅସନ୍ତୋଷ ଝାଡ଼ିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କହିଲେ, ପାଣ୍ଡିଆନ ଭିଆରଏସ୍ ନେଲେ ଆଉ 24 ଘଣ୍ଟାରେ କ୍ୟାବିନେଟ ପାହ୍ୟା ପାଇଲେ । ଜଣଙ୍କୁ ପ୍ରମୋଟ କରିବାକୁ ଯୋଜନା କରୁଛନ୍ତି ବିଜୁ ଜନତା ଦଳ ନେତୃତ୍ବ । ବିକଳ ଅବସ୍ଥାରେ ବୁଲୁଛନ୍ତି ମନ୍ତ୍ରୀ ଆଉ ଓଡ଼ିଶାରେ ନାହିଁ ଗଣତନ୍ତ୍ର । ପ୍ରଦୀପ ଅହୁରି କହିଲେ ଭି.କେ. ପାଣ୍ଡିଆନ ମୋ ଭାଇ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ; କହିଲେ- ଓଡ଼ିଶା ପାଲଟିବ ଶିଳ୍ପପତିଙ୍କ ପ୍ରଥମ ପସନ୍ଦ
ଓଡ଼ିଶାକୁ ବିଦେଶରୁ ଆସିବ ନିବେଶ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Politics
ଆଦିବାସୀଙ୍କ ପାଇଁ ଖୁସି ଖବର; ଖୁବ୍ ଶୀଘ୍ର ଲାଗୁ ହେବ ପେସା ଆଇନ୍
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟରେ ଖୁବ୍ଶୀଘ୍ର ଲାଗୁ ହେବ ପେଶା ଆଇନ୍। ତେବେ ତା’ ପୂର୍ବରୁ ଲୋକଙ୍କ ମତାମତ ନିଆଯିବ। ପେସା ଆଇନ୍ ବାବଦରେ ସଚେତନ କରାଯିବ।
Politics
ଜୟନାରାୟଣଙ୍କ ସମର୍ଥନରେ ବାହାରିଲା ଦଳ, କଲା କାଉଣ୍ଟର
ବିଜେଡି କହିଲା, ଆଇନ ସମସ୍ତଙ୍କ ପାଇଁ ସମାନ ନା ନାହିଁ ସ୍ପଷ୍ଟ କରନ୍ତୁ ମୁଖ୍ୟମନ୍ତ୍ରୀ।
Politics
ଜୟନାରାୟଣଙ୍କ ସମର୍ଥନରେ ବାହାରିଲା ବିଜେପି: ବିଜେଡିକୁ ଦେଲା ତା’ରି ଭାଷାରେ ପାଲଟା ଜବାବ
୨୦୨୩ ମସିହାରେ ବିଜେଡି ଶାସନକାଳରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଜଣେ ମହିଳା ପୁଲିସ ଅଧିକାରୀଙ୍କ ସହ ହାତାହାତି ହେବା ଘଟଣାରେ ଜୟନାରାୟଣଙ୍କ ଆଗୁଆ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଗତକାଲି ଖାରଜ କରିଛନ୍ତି ।
Politics
ପ୍ରଶ୍ନ କରିଥିଲେ ଉଦ୍ଧବ ଠାକରେ, ଯାଞ୍ଚ ହେଲା ଅମିତ ଶାହଙ୍କ ହେଲିକପ୍ଟର
ଯାଞ୍ଚ ବେଳର ଭିଡିଓକୁ ଅମିତ ଶାହ ନିଜେ ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିରେ ଅଧିକାରୀମାନେ କେମିତି ଶାହଙ୍କ ହେଲିକପ୍ଟରରେ ଥିବା ବ୍ୟାଗଗୁଡ଼ିକୁ ଯାଞ୍ଚ କରୁଛନ୍ତି, ତା’ର ଦୃଶ୍ୟ ରହିଛି।