Advertisment

ଭାଇ ଭାଇ କହି ପାଣ୍ଡିଆନଙ୍କୁ ପିନ୍ ମାରିଲେ ପ୍ରଦୀପ

ସରକାରଙ୍କ ବିରୋଧରେ ପୁଣି ଅସନ୍ତୋଷ ଝାଡ଼ିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କହିଲେ, ପାଣ୍ଡିଆନ ଭିଆରଏସ୍‌ ନେଲେ ଆଉ 24 ଘଣ୍ଟାରେ କ୍ୟାବିନେଟ ପାହ୍ୟା ପାଇଲେ ।

author-image
Manoj Swain

ସରକାରଙ୍କ ବିରୋଧରେ ପୁଣି ଅସନ୍ତୋଷ ଝାଡ଼ିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କହିଲେ, ପାଣ୍ଡିଆନ ଭିଆରଏସ୍‌ ନେଲେ ଆଉ 24 ଘଣ୍ଟାରେ କ୍ୟାବିନେଟ ପାହ୍ୟା ପାଇଲେ । ଜଣଙ୍କୁ ପ୍ରମୋଟ କରିବାକୁ ଯୋଜନା କରୁଛନ୍ତି ବିଜୁ ଜନତା ଦଳ ନେତୃତ୍ବ । ବିକଳ ଅବସ୍ଥାରେ ବୁଲୁଛନ୍ତି ମନ୍ତ୍ରୀ ଆଉ ଓଡ଼ିଶାରେ ନାହିଁ ଗଣତନ୍ତ୍ର । ପ୍ରଦୀପ ଅହୁରି କହିଲେ ଭି.କେ. ପାଣ୍ଡିଆନ ମୋ ଭାଇ।

Advertisment
Odisha Pradeep Panigrahi Vk Pandian