'ବିଧାନସଭାରେ ପାଣ୍ଡିଆନଙ୍କ ସହ ମୁହାଁମୁହିଁ ହୋଇଥିଲି’

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁରରେ ବିରୋଧ ପ୍ରସଙ୍ଗ । ସାମ୍ବାଦିକ ସମ୍ମିଳନୀ କରି ୫-ଟି ସଚିବଙ୍କୁ ଟାର୍ଗେଟ କଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

Manoj Swain
  • Published: Friday, 25 August 2023
  • Updated: 25 August 2023, 07:06 PM IST

Sports

Latest News

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁରରେ ବିରୋଧ ପ୍ରସଙ୍ଗ । ସାମ୍ବାଦିକ ସମ୍ମିଳନୀ କରି ୫-ଟି ସଚିବଙ୍କୁ ଟାର୍ଗେଟ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । 'ବିଧାନସଭାରେ ପାଣ୍ଡିଆନଙ୍କ ସହ ମୁହାଁମୁହିଁ ହୋଇଥିଲି’  କିଛି ଏଭଳି କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତେବେ ପ୍ରତିକ୍ରିୟା ଦେବାକୁ ଯାଇ ଆଉ କଣ କହୁଛନ୍ତି ? ଶୁଣନ୍ତୁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos