\'ବିଧାନସଭାରେ ପାଣ୍ଡିଆନଙ୍କ ସହ ମୁହାଁମୁହିଁ ହୋଇଥିଲି’ | Odisha Reporter
Advertisment
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁରରେ ବିରୋଧ ପ୍ରସଙ୍ଗ । ସାମ୍ବାଦିକ ସମ୍ମିଳନୀ କରି ୫-ଟି ସଚିବଙ୍କୁ ଟାର୍ଗେଟ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । 'ବିଧାନସଭାରେ ପାଣ୍ଡିଆନଙ୍କ ସହ ମୁହାଁମୁହିଁ ହୋଇଥିଲି’ କିଛି ଏଭଳି କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତେବେ ପ୍ରତିକ୍ରିୟା ଦେବାକୁ ଯାଇ ଆଉ କଣ କହୁଛନ୍ତି ? ଶୁଣନ୍ତୁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us