Advertisment

‘ଏତେ ଟଙ୍କା ବିଜେଡିର ଦଳୀୟ ପାଣ୍ଠିକୁ କେମିତି ଆସୁଛି’

ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପ୍ରଦୀପ ପାଣିଗ୍ରାହୀ। କହିଲେ, "ଏତେ ଟଙ୍କା ବିଜେଡିର ଦଳୀୟ ପାଣ୍ଠିକୁ କେମିତି ଆସୁଛି। 17 ରୁ 22 ମସିହା ମଧ୍ୟରେ ବିଜେଡି ଖାତାରେ 622 କୋଟି ଟଙ୍କା ଜମା ହୋଇଛି। ଓଡ଼ିଶା ଏକ ଗରିବ ରାଜ୍ୟ ପରେ ବି ଏତେ ଟଙ୍କା ଆସୁଛି କୁଆଡୁ।

Advertisment

ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପ୍ରଦୀପ ପାଣିଗ୍ରାହୀ। କହିଲେ, "ଏତେ ଟଙ୍କା ବିଜେଡିର ଦଳୀୟ ପାଣ୍ଠିକୁ କେମିତି ଆସୁଛି। 17 ରୁ 22 ମସିହା ମଧ୍ୟରେ ବିଜେଡି ଖାତାରେ 622 କୋଟି ଟଙ୍କା ଜମା ହୋଇଛି। ଓଡ଼ିଶା ଏକ ଗରିବ ରାଜ୍ୟ ପରେ ବି ଏତେ ଟଙ୍କା ଆସୁଛି କୁଆଡୁ। ଆଗରୁ ଏତେ ଟଙ୍କା ଆସୁ ନ ଥିଲା, ଏବେ କେମିତି ଆସୁଛି।" କିଛି ଏଭଳି କହି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ତେବେ ପ୍ରଦୀପଙ୍କ ଆରୋପ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment
Pradeep Panigrahi BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe