‘ଲୋକଙ୍କୁ ପୁରୀ ନେଇ ଶପଥ କରାଉଛନ୍ତି’| Odisha Reporter
ବିଜେଡିକୁ ପୁଣି ଟାର୍ଗେଟ୍ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। କହିଲେ, ପ୍ରତିଦିନ 10 ହଜାର ଲୋକଙ୍କୁ ପୁରୀକୁ ନେଇ ଶପଥ ପାଠ କରାଉଛନ୍ତି। ସେ ଖର୍ଚ୍ଚପାଇଁ ବଜେଟର ପ୍ରାବଧାନ ହୋଇଛି କି ? ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
