ବିଜେଡିକୁ ପୁଣି ଟାର୍ଗେଟ୍ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। କହିଲେ, ପ୍ରତିଦିନ 10 ହଜାର ଲୋକଙ୍କୁ ପୁରୀକୁ ନେଇ ଶପଥ ପାଠ କରାଉଛନ୍ତି। ସେ ଖର୍ଚ୍ଚପାଇଁ ବଜେଟର ପ୍ରାବଧାନ ହୋଇଛି କି ? ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।