‘ଅଣ୍ଡାରେ ପୋତି ଦେଲେ କୁଆଡେ ଗଲେ ପୁଲିସ’

'ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ହେଲା, କିନ୍ତୁ ପୁଲିସ କାହାକୁ ଗିରଫ କରିନି । କଂଗ୍ରେସ ଯଦି ଅଣ୍ଡା ମାଡ଼ କରିଥାନ୍ତା ତା ହେଲେ ୩୦୭ରେ ବୁକ କରିଦେଉଛ ।' କିଛି ଏଭଳି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

Manoj Swain
  • Published: Sunday, 27 August 2023
  • Updated: 27 August 2023, 07:59 PM IST

Sports

Latest News

'ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ହେଲା, କିନ୍ତୁ ପୁଲିସ କାହାକୁ ଗିରଫ କରିନି । କଂଗ୍ରେସ ଯଦି ଅଣ୍ଡା ମାଡ଼ କରିଥାନ୍ତା ତା ହେଲେ ୩୦୭ରେ ବୁକ କରିଦେଉଛ ।' କିଛି ଏଭଳି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos