Advertisment

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଥାନାରେ ତଳେ ବସାଇଥିଲେ: ପୀତାମ୍ବର ଆଚାର୍ଯ୍ୟ

'ସେ ଜଣେ ସିଟିଂ ବିଧାୟକ, କିନ୍ତୁ ଥାନାରେ ବସିବାକୁ ଦିଆଗଲାନି’

author-image
Manoj Swain
ଅଦ୍ୟତନ ହୋଇଛି

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସହ ଅପରାଧୀ ଭଳି ବ୍ୟବହାର କରିଛି ପୁଲିସ୍ । ଗିରଫ ପରେ ଥାନାରେ ତଳେ ବସାଇଥିଲେ, ଖାଇବାକୁ ବି ଦେଇନଥିଲେ । କିଛି ଏଭଳି କହି ସାଂଘାତିକ ଅଭିଯୋଗ କରିଛନ୍ତି ପ୍ରଶାନ୍ତ ଜଗଦ୍ଦେବଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ । ପୀତାମ୍ବର ଲଗାଇଥିବା ଅଭିଯୋଗକୁ ନେଇ ଖୋର୍ଦ୍ଧା ପୁଲିସର ପ୍ରତିକ୍ରିୟା ମିଳିପାରିନି । 

Advertisment
Odisha Bjp Prasant Jagadev