Advertisment

‘ବିଧାୟକଙ୍କ ଉଦ୍ଦେଶ୍ୟ ଭଲ ନଥିଲା’

ରାତିର ଅନ୍ଧାରରେ କଳା କାମ ହେଉଛି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା।

author-image
Jitendra Garnayak

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରକୁ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, ଶାସକ ଦଳର ବୋଲକରା ସାଜିଛି ପୁଲିସ। ଧର୍ମଶାଳା ବିଧାୟକ କାହିଁକି ରାତିରେ ଯାଉଥିଲେ DDM ଅଫିସ? ଧର୍ମଶାଳା ଅଞ୍ଚଳର ୨୦୦ ଲୋକଙ୍କୁ ସାଙ୍ଗରେ ନେଇ ସେ କାହିଁକି ଯାଉଥିଲେ?

Advertisment
Pramila Mallick Himanshu Sahu