ରାତିରେ କାହିଁକି ଯାଉଥିଲେ ଲିକୁ ? | Odisha Reporter
Advertisment
ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରକୁ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, ଶାସକ ଦଳର ବୋଲକରା ସାଜିଛି ପୁଲିସ। ଧର୍ମଶାଳା ବିଧାୟକ କାହିଁକି ରାତିରେ ଯାଉଥିଲେ DDM ଅଫିସ? ଧର୍ମଶାଳା ଅଞ୍ଚଳର ୨୦୦ ଲୋକଙ୍କୁ ସାଙ୍ଗରେ ନେଇ ସେ କାହିଁକି ଯାଉଥିଲେ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us