Advertisment

ସୌମ୍ୟ ମାରିଦେଲେ ଛାତ୍ର ବାଣ

ନେତା ତିଆରି କାରଖାନାକୁ କାହିଁକି ବନ୍ଦ କରିଛନ୍ତି ସରକାର? ଛାତ୍ର ସଂସଦ ନିର୍ବାଚନ କରାନଯିବା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏହାକୁ ନେଇ ଛାତ୍ର ରାଜନୀତି ସରଗରମ ହୋଇଛି। ଆଉ ସୌମ୍ୟଙ୍କ ସହି ସ୍ୱର ମିଳାଇଛନ୍ତି ବିରୋଧୀ ABVP ଓ ଛାତ୍ର କଂଗ୍ରେସ।

Advertisment

ଛାତ୍ର ସଂସଦ ନିର୍ବାଚନକୁ ନେଇ ଗୁରୁବାର ଏକ ବାଣ ମାରିଛନ୍ତି  ସୌମ୍ୟରଞ୍ଜନ ପଟ୍ଟନାୟକ ବାବୁ । ଆଗରୁ ବିରୋଧୀ କହୁଥିଲେ, ଏବେ ସରକାର ଡରୁଛନ୍ତି ନିର୍ବାଚନ କରିବାକୁ । ଏବେ ବିଜେଡି ଭିତରେ ରହି ସୌମ୍ୟ ବାବୁ ସେହି କଥା ଦୋହରାଇଲେ। ମୂଳୁ ମାରିଲେ ଯିବ ସରି ଦେବଙ୍କ ସହ କିମ୍ପା କଳି ନ୍ୟାୟ ଚାଲିଛି। ଛାତ୍ର ସଂସଦ ନିର୍ବାଚନ ନ କରି ମୂଳରୁ ହିଁ ନେତା ହେବା ଆଶା ମାରି ଦେଉଛନ୍ତି ସରକାର।

Advertisment
Soumya Ranjan Patnaik Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe