ବିଜେଡିରୁ ଲଢିବେ ସୁରଙ୍କ ପୁଅ ମନ୍ମଥ ?

କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପରିବାର କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ।

Manoj Swain
  • Published: Tuesday, 26 March 2024
  • Updated: 26 March 2024, 03:37 PM IST

Sports

Latest News

କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପରିବାର କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ସୁରଙ୍କ ପରାମର୍ଶ ଓ ବୁଝାସୁଝାକୁ ଖାତିର ନକରି ତାଙ୍କର ଉଚ୍ଚଶିକ୍ଷିତ ସାନପୁଅ ମନ୍ମଥ ରାଉତରାୟ ଏବେ ଅନ୍ୟ ଦଳକୁ ଡିଆଁ ମାରିବାକୁ ଆଗ୍ରହୀ ହୋଇପଡ଼ିଛନ୍ତି। ମନ୍ମଥ ଯଦି କଂଗ୍ରେସ ଛଡ଼ା ଅନ୍ୟ କୌଣସି ଦଳରୁ ପ୍ରାର୍ଥୀ ହେବେ ତାଙ୍କ ପାଇଁ ପ୍ରଚାର ତ ଦୂରର କଥା ଭୋଟ୍ ଖଣ୍ଡେ ମଧ୍ୟ ଦେବିନି ବୋଲି ସୁର କ୍ଷୋଭର ସହ କହିଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos