ସୁର ଯଦି ସତ ଶ୍ରୀମୟୀ କଣ ମିଛ | Odisha Reporter
Advertisment
କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପରିବାର କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ସୁରଙ୍କ ପରାମର୍ଶ ଓ ବୁଝାସୁଝାକୁ ଖାତିର ନକରି ତାଙ୍କର ଉଚ୍ଚଶିକ୍ଷିତ ସାନପୁଅ ମନ୍ମଥ ରାଉତରାୟ ଏବେ ଅନ୍ୟ ଦଳକୁ ଡିଆଁ ମାରିବାକୁ ଆଗ୍ରହୀ ହୋଇପଡ଼ିଛନ୍ତି। ମନ୍ମଥ ଯଦି କଂଗ୍ରେସ ଛଡ଼ା ଅନ୍ୟ କୌଣସି ଦଳରୁ ପ୍ରାର୍ଥୀ ହେବେ ତାଙ୍କ ପାଇଁ ପ୍ରଚାର ତ ଦୂରର କଥା ଭୋଟ୍ ଖଣ୍ଡେ ମଧ୍ୟ ଦେବିନି ବୋଲି ସୁର କ୍ଷୋଭର ସହ କହିଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us