Advertisment

ଭି.କେ ପାଣ୍ତିଆନଙ୍କୁ ମୁହଁତୋଡ ଜବାବ ଦେଲେ ସୂର୍ଯ୍ୟବଂଶୀ ସୂରଜ

ନିର୍ବାଚିତ ହେବା ପରେ ମୁଁ ମୋ ନିର୍ବାଚନମଣ୍ତଳୀର 44ଟି ପଞ୍ଚାୟତ ଓ ଧାମନଗର ଏନଏସିର 600ରୁ ଅଧିକ ଗାଁରେ ଚାଲି ଚାଲି ବୁଲିଛି ଓ ଲୋକଙ୍କୁ ଧନ୍ୟବାଦ ଜଣାଇଛି।

Advertisment

ଭଦ୍ରକ ଗସ୍ତ ବେଳେ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କରିଥିବା ଆରୋପର ରୋକ୍‌ଠୋକ ଜବାବ ଦେଲେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ। ଆଉ କହିଛନ୍ତି, ଆମେ ବଡ଼ ବଡ଼ କାର୍ଯ୍ୟକ୍ରମ, ହେଲିକପ୍ଟର, ଫୁଲମାଳରେ ବିଶ୍ବାସ କରୁନୁ। ନିର୍ବାଚିତ ହେବା ପରେ ମୁଁ ମୋ ନିର୍ବାଚନମଣ୍ତଳୀର 44ଟି ପଞ୍ଚାୟତ ଓ ଧାମନଗର ଏନଏସିର 600ରୁ ଅଧିକ ଗାଁରେ ଚାଲି ଚାଲି ବୁଲିଛି ଓ ଲୋକଙ୍କୁ ଧନ୍ୟବାଦ ଜଣାଇଛି। ଆଉ ଲୋକମାନଙ୍କ ସମସ୍ୟା ବୁଝିଛି।ତେବେ ସେ ଅଧିକ କଣ କହିଛନ୍ତି ଶୁଣୁନ୍ତୁ। 

Advertisment
Bjp Bhadrak Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe