Advertisment

'ଅଧିରାଜ ଦଳ ଛାଡ଼ି ଠିକ୍ କଲେନି'

୨୦୧୯ ନିର୍ବାଚନରେ ଅଧିରାଜ ମୋହନ ପାଣିଗ୍ରାହୀ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

author-image
Manoj Swain

କଂଗ୍ରେସରୁ ଇସ୍ତଫା ଦେଇଥିବା ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ବିଜେଡିରେ ମିଶିଛନ୍ତି। ୨୦୧୯ ନିର୍ବାଚନରେ ଅଧିରାଜ ମୋହନ ପାଣିଗ୍ରାହୀ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଅଧିରାଜ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବାକୁ ନେଇ ପ୍ରତିକ୍ରିୟା ଦେଲେ ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। କହିଲେ, ଅଧିରାଜ ଦଳ ଛାଡ଼ି ଠିକ୍ କଲେନି । ତେବେ ସେ ଅଧିକ କଣ କହିଛନ୍ତିି ଶୁଣନ୍ତୁ। 

Advertisment
Congress Odisha