Advertisment

'ଯଦି ସୁରକ୍ଷା ଦେଇନପାରିଲି, MLA ପଦର କିଛି ମୂଲ୍ୟ ନାହିଁ'

ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବା ଅଭିଯୋଗ କରି ଜୟପୁର ଟାଉନ ଥାନାକୁ ଘେରିଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।

author-image
Manoj Swain
ଅଦ୍ୟତନ ହୋଇଛି

ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବା ଅଭିଯୋଗ କରି ଜୟପୁର ଟାଉନ ଥାନାକୁ ଘେରିଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । କହିଲେ ଯଜି ମୁଁ ଲୋକଙ୍କୁ ସୁରକ୍ଷା ଦେଇପାରିଲିନାହିଁ ତାହେଲେ MLA ପଦର କିଛି ମୂଲ୍ୟ ନାହିଁ ।

Advertisment
Odisha Congress Tara Prasad Bahinipati