ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବା ଅଭିଯୋଗ କରି ଜୟପୁର ଟାଉନ ଥାନାକୁ ଘେରିଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । କହିଲେ ଯଜି ମୁଁ ଲୋକଙ୍କୁ ସୁରକ୍ଷା ଦେଇପାରିଲିନାହିଁ ତାହେଲେ MLA ପଦର କିଛି ମୂଲ୍ୟ ନାହିଁ ।